Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ପ୍ରିମିୟର୍ ଲିଗ୍‌ରେ ବାଜି ମାରିଲା ଏପି ହଣ୍ଟର

ସମ୍ବଲପୁର:ହୀରାକୁଦ କ୍ରୀଡ଼ା ସଂସଦ ତରଫରୁ ଆୟୋଜିତ ହୀରାକୁଦ ପ୍ରିମିୟର କ୍ରିକେଟ ଲିଗ୍ ଉଦ୍‌ଯାପିତ ହୋଇଯାଇଛି I ଫାଇନାଲ ଖେଳ ଏପି ହଣ୍ଟର ଓ କେବିଏସ୍ ମଧ୍ୟରେ ହୋଇଥିଲା I ଏଥିରେ ଏପି ହଣ୍ଟର୍ ବିଜୟୀ ହାଇଥିଲା I ଏଥିରେ ମୁଖ୍ୟ ଅତିଥି ତିଥି ଭାବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ହିଣ୍ଡାଲକୋ ମାନବ ସମ୍ବଳ ବିକାଶର ମୁଖ୍ୟ ବିଶ୍ବାସ ସିନ୍ଦେ, ସିଏସଆର ର ମୁଖ୍ୟ ସୁକାନ୍ତ ମହାପାତ୍ର ଆଜିର ସଭାକୁ ପରିଚାଳନା କରିଥିଲେ କ୍ରୀଡ଼ା ସଂସଦର ସଂପାଦକ ପ୍ରତାପ ତାଣ୍ଡି I ସହ ସମ୍ପାଦକ କାର୍ତ୍ତିକ କଲେତ୍, ସୁଦେଶ ନାଗ୍, ଜ୍ଞାନେନ୍ଦ୍ରୀୟ ମିଶ୍ର, ବିଶ୍ଳେଶ୍ଵର ପାଣିଗ୍ରାହୀ, ଦିଲୀପ ପ୍ରଧାନ, ଗୌରାଙ୍ଗ ବେହେରା, ସତ୍ୟବ୍ରତ ପଣ୍ଡା, ରାଜୀବ ଲୋଚନ ମହାକୁଡ, ଦେବେନ୍ଦ୍ର ସାହୁ, ଆନିଶ ସାହୁ, ଅଭିଷେକ ଦାସ, ଜଟାଧାରୀ ଛନ୍ଦ, ସମ୍ ତାଣ୍ଡି, ମନୋଜ ଟପ୍ନୋ ପ୍ରହଲ୍ଲାଦ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ