୨୨ଜଣ ପଣ୍ଡିତ ପାକିସ୍ତାନକୁ ଗୁଣି କରି ହରାଇଦେଲେ 


ନୂଆଦିଲ୍ଲୀ: ୨୨ଜଣ ପଣ୍ଡିତ ପାକିସ୍ତାନକୁ ଗୁଣି କରି ହରାଇଦେଲେ।ପାକିସ୍ତାନ ଗଣମାଧ୍ୟମରେ ଏଭଳି ଯୁକ୍ତି ବାଢ଼ିଛନ୍ତି କିଛି ଲୋକେ। ଯାହାର ଭିଡିଓମାନ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ପାକିସ୍ତାନର ଟିଭି ଚ୍ୟାନେଲରେ ବସିଥିବା ଅତିଥୀ ମାନେ ଏଭଳି ଅବାନ୍ତର ଯୁକ୍ତି କରିଛନ୍ତି କି।