Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଆରଶୁଣି ଙ୍କ ନିକଟରେ ନବମ ବାର୍ଷିକ ନାମ ଯଜ୍ଞ।

ହାଟଡିହି ଏହି ବ୍ଲକ ର ଆରାଧ୍ୟା ଦେବୀ ମା ଦୁଆର ଶୁଣି ଙ୍କ ପୀଠ ରେ ଦୁଇ ଦିନ ନାମ ଯଜ୍ଞ ଅନୁଷ୍ଠିତ ହୋଇଛି। ହାଟଡିହି ବ୍ଲକ ଛେନାପଦୀ ଛକ ନିକଟରୁ ପ୍ରାୟ ଦୁଇ କିଲୋମିଟର ହଦଗଡ ପଟେ ଆସିଲେ ମା ଙ୍କର ଭବ୍ୟ ମନ୍ଦିର ଦେଖିବାକୁ ମିଳେ। ପ୍ରତିବର୍ଷ ଏହି ମାଙ୍କ ପୀଠ ବାର ମାସରେ ତେର ପର୍ବ ପାଳନ ହେଉଛି। ମା ଦୁଆର ଶୁଣି ଙ୍କ ନିକଟ ରେ ଆଞ୍ଚଳିକ ଭକ୍ତ ମାନଙ୍କ ସହୋଯୋଗ ରେ ଚତୁର୍ଥ ପ୍ରହର ନାମ ଯଜ୍ଞ ପ୍ରତିବର୍ଷ ଅନୁଷ୍ଠିତ ହୋଉଛି। ଏଥରେ ଶତାଧିକ ଲୋକ ଙ୍କୁ ପ୍ରସାଦ ବିତରଣ କରାଯାଉଥିବା ବେଳେ ଅଞ୍ଚଳ ରୁ ପୋଲିସ ଚାକିରି ପାଇଥିବା ଯୁବକ ମାନେ ପୂର୍ଣ୍ଣ ସହୋଯୋଗ କରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ