Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ

ସମ୍ବଲପୁର:ସମ୍ବଲପୁର ସହର ସହିତ ରେଢ଼ାଖୋଲ ଏନଏସିର ଦେତୁରୀ ବିଜେଡି କାର୍ଯ୍ୟାୟ ଓ ଚାରମାଲ ଶ୍ରମିକ ଭବନ ପରି ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ରେଢ଼ାଖୋଲ ବିଜେଡି ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପ୍ରଧାନଙ୍କ ସହାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ସୁନୀଲ ପ୍ରଧାନ,ଜ୍ଞାନନଂଜନ ପ୍ରଧାନ, ଖିରୋଦ ଖିଲାରୀ, ଲକ୍ଷ୍ମଣ ପ୍ରଧାନ, ସୁରେନ୍ଦ୍ର ବିଶ୍ଵାଳ, ରୋକି ନାସକ, ଖେଳାତିଧି ପ୍ରଧାନ, ଦତ୍ତ ବିଜ୍‌ନ, ବାସୁଦେବ ପୃଷେଠ ପ୍ରତୀପ ଢାଳିଆ ଉପସ୍ଥିତ ଗଠି ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ବାରମାଲ ଶ୍ରମିକ ଭବନ ଠାରେ ବିଜେଡି କୂଳ ସଭାପତି ଉଦିତ ତ୍ରିପାଠୀଙ୍କ ସଭାପତିତ୍ୱରେ ବିଜୁ ଜୟନ୍ତୀ ପାଳିତ ହୋଇଯାଉଛି। ବିଜେଡି
ନେତା, ବନମାଳ ପଞ୍ଚାଯତ ସରପତି ଗାଥାକାର ନନ୍ଦ, ଭାଲିଆକତା ପଞ୍ଚାଯତ ପତି ଅମୃତ ଦାୟକ, ବଂଶାନାର ପଞ୍ଚାଯତ ମହାପିତି ନିନାମ୍ବର ପ୍ରଧାନ, ଦୁଇ ଛାତ୍ର ବିଜେଡି ସଭାପତି ଓ ବହୁ କର୍ମୀ ଉପସ୍ଥିତ ଥିଲେ।
ସେହିପରି କୁଚିଣ୍ଡା କୁମିଆ ନଗର ନିଜେଡି ପକ୍ଷରୁ ଏନଏସି ଅଧ୍ୟକ୍ଷ ପ୍ରଦୂତ ମହାନ୍ତି, ପୂର୍ବ ବିଧାୟକ କିଶୋର ନାୟକଙ୍କ ୱାନଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ କର୍ମୀ ଉପସ୍ଥିତ ଥିଲେ। ବିଜୁ ପାଠାଗାଦଣ୍ଡିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ମନ କୁଟିଆ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଡନ କରାଯାଇଥିଲା ସ୍ଥାନୀୟ କୁଖେଶ୍ଵର ଶିବ ମନ୍ଦିରରେ ପୂର୍ବ ବିଧାୟକ ଶ୍ରୀ ନାୟକଙ୍କ ସଭାପତିତ୍ପରେ ଆଯୋଜିତ ସଭାରେ ଏନଏସି ଅଧ୍ୟକ୍ଷ ଶ୍ରୀ ମହାନ୍ତି, ଜମନକିରା ବ୍ଲକ ଅଧ୍ୟକ୍ଷା ଆହାରଣ ଭୋର, ପୂର୍ବ ବ୍ଲକ ସଭାପତି ମୁଗ୍ଧା ପଟେଲ, ପୂର୍ବ ନଗର ସଭାପତି ସଞ୍ଜୟ ଦେହେତା, ଶର୍ମା ସଞ୍ଜୟ ମିଶ୍ର, ନଦୀଳ ହୋ ମୁଶୀଳ ମାୟକ, ସୁଣୀଳ ପଡେଇ, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଯୁଗ ସଭାପତି ବିଜୁ ସାହୁ, ଗଣେଶ ଅଗ୍ରୱାଲ, ଗଣେଶ ନାମ ଅଗ୍ରୱାଲ, ଗୋବିନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସେନିପରି ଆଦିବାସୀ ଭବନ ସଭା କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୂନିଶା ଓ ଅନୁଗାମା ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମାନସେବି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିବା କରୂଣାଳର କିଷାନ ମୁଖ୍ୟ ଅତିଥି, ସମ୍ବାଦିକ ଗଗନ ଶର୍ମା ମୁଖ୍ୟବକ୍ତା ଯୋଗ ଦେଇଥିଲେ।ଶ୍ରମିକ ସଂଘ ରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଉଦୟ ପ୍ରତାପ ସିଂ, କୁଚିଣ୍ଡା ବ୍ଳକ ଅଧ୍ୟକ୍ଷ ଭୁବନେଶ୍ଵର କିସାନ, ଗଣେଶ ଅଗ୍ରୱାଲ, ଗଜେନ୍ଦ୍ର ଭୋଇ, ରଥି କିସାନ, ଅଭିଳାଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଳକ ପୂର୍ବ ସଭାପତି ଅମୂଲ୍ୟ ମିଶ୍ର ଏହାକୁ ପରିଚାଳନା କରିଥିଲେ ।
ଜମନକିରା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ପ୍ରଦାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପନ୍ତୀ ପାଳିତ ହୋଇଥିଲା। ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶୋଭାରାମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନବୀନ ପଟେଲ, ମିସନ ଖୁଣ୍ଡିଆ, ଗଣେଶ ବାଘ,ପ୍ରଶନ୍ନ ବାଘ, ପ୍ରମୁଖ ଉପସ୍ଥିତ ଥିଲେ। ଉତୀତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଜୁଯୋମୁରା ବ୍ଲକ ଅନ୍ତର୍ଗତ ପଡ଼ିଆବାହାଲ ଶିବ ମନ୍ଦିର ପରିସରରେ ବ୍ଲକ ବିଜେଡ଼ି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ବିନୋଦ ବଡ଼ପଣ୍ଡାଙ୍କ ସଭାପତିତ୍ରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାହାମ ସମିତି ସଭ୍ୟ ପ୍ରଫୁରୁ ମଗର, ଜୟନ୍ତୀପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଣେଶ ତାଣ୍ଡିଆ, ବିଜେଡି ନେତା ହରିହର ନାୟକ, ଇସମାଇଲ ଆଜାଦ, ମଣିଷ ନାୟକ, ସୁକାନ୍ତ ଶତପଥୀ,ହୀରାଲାଲ ବେହେରା ପ୍ରମୁଖ ବହୁ ବରିଷ୍ଠ ବିଜେଡି ନେତା ତଥା କର୍ମୀ ମାନେ ଉପସ୍ଥିତ ଥିଲେ। ଏହାସହ ନିଜୁବାବୁଙ୍କ ଥିବା ଅନୁଲତାୟ ଅବଦାନ ନେଇ ସ୍ମୃତିଚାରଣ କରାଯାଇଥିଲା ।
ସେହିପରି ବାମରା ଠାରେ ବ୍ଲକ ବିଜେଡି ସଭାପତି ଅରବିନ୍ଦ ମାହୁଙ୍କ ସଂଯୋଜନାରେ ବିଜୁବାକୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ଏଥିରେ ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ସଭ୍ୟ କୃଷ୍ଣଚନ୍ଦ୍ର ମୟୋ ସମ୍ବାଦ-ସାହିତ୍ୟ ଘର ସମ୍ପାଦକ ପ୍ରଶାନ୍ତ ଶତପଥି, ପୂର୍ବତନ ଅଧ୍ୟକ୍ଷ ପ୍ରତାପ ମିଶ୍ର ଓ ପୁଷ୍ପଲତା ଓଡ଼ିଆ, ରାମୁ ଚୌଧୁରୀ, ପ୍ରବୀଣ କଳାଟ, କ୍ରିଷ୍ଣା ଖଣ୍ଡେଲୱାଲ, ସତୀଶ ସାହୁ, ଜିଲ୍ଲା ଯୁବ ସାଧାରଣ ଧର୍ମେନ୍ଦ୍ର ଶୁଭା ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପ୍ରଯୁରୁ ପଟେଇ, ଦିଗାମ୍ବର ତାଏକ, ରାତେଶ ବାଘ ସହଯୋଗ କରିଥିଲେ।
ଅନ୍ୟ ପକ୍ଷରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ମାନେଶ୍ଵର ବ୍ଲକ ପକ୍ଷରୁ ବରଗାଁ କଲ୍ୟାଣ
ମଣ୍ଡପ ଠାରେ ପାଳିତ ହୋଇଯାଇଛି। ରେଢ଼ାଖୋଲ ବିଧାୟକଙ୍କ ମାନେଶ୍ଵର ବ୍ଲକ ପ୍ରତିନିଧି ମନୋଜ ମହାପାତ୍ରଙ୍କ ସଭା ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବିଜୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ବିଜୁ ବାବୁଙ୍କ ସ୍ମୃତିଚାରଣ କରି ଗାଁ ଲୋକଙ୍କ ହୃଦୟରେ ବିଜୁ ବାବୁ ଅମରି ବୋଲି ମତ ପ୍ରକାଶ ପାଇଥିଲା। ଏହି ସଭାରେ ଡକରା ସରପଞ୍ଚ ସୌମ୍ୟରଞ୍ଜନ ପୁଝାରୀ, ନନ୍ଦଲାଳ ତ୍ରିପାଠୀ, ସାହାସପୁର ସମିତି ସଭ୍ୟ ଲିନା ମହାପାତ୍ର, ବିଭୂତି ପାଣିଗ୍ରାହୀ, ଗୋବିନ୍ଦ ପଟ୍ଟନାୟକ, ଦେବବ୍ରତ ବିଶ୍ବାଳ, ଯଶୋବନ୍ତ ପ୍ରଧାନ, ରାଜୀବ ପଣ୍ଡା, ରାକେଶ ବେହେରା, ମଣ୍ଟୁ ଦନ୍ତ, ପିପିନ ନାୟକ, ପ୍ରଦୀପ ଦୀପ, ମିଳନ ଭୋଇ, ପିଙ୍କୁ ସେଠ, ଦୟାନିଧି ଭୋଇ, ଦେବାଶିଷ ପଟ୍ଟନାୟକ, ରମେଶ ବେହେରା, ତପନ ନାଥ, ଶ୍ରୀକାନ୍ତ ମନ୍ଦୋଦରୀ, ଶ୍ରୀକାନ୍ତ ବାଦି, ଅମୂଲ୍ୟ ସାହୁ, ଜଗଦୀଶ ଭରାସାଗର, ଲଡୁ ବହିଦାର, ସଞ୍ଜୀବ ପଣ୍ଡାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।