Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ୩୩୫ଟି ରୂପାନ୍ତରିତ ସ୍କୁଲର ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବବନେଶ୍ବର : ଆଜି ଆଉ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ । ଆଜି ୩୩୫ଟି ସ୍କୁଲର ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିମଧ୍ୟରୁ କଟକ ଜିଲ୍ଲାର ୯୮ଟି ସ୍କୁଲ ଥିବା ବେଳେ କଳାହାଣ୍ଡିର ୧୧୫ଟି, ମାଲକାନାଗିରିର ୪୯ଟି, ଯାଜପୁର ୭୩ଟି ସ୍କୁଲ ରହିଛି।

ବଦଳୁଛି ସ୍କୁଲର ରୂପରେଖ। ଏହାଦ୍ବାରା ଉପକୃତ ହେବେ ଛାତ୍ରଛାତ୍ରୀ। ଓଡିଶା ପାଇଁ ସୃଷ୍ଟି ହେବ ସ୍ବତନ୍ତ୍ର ପରିଚୟ। ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ