Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ଗରମକୁ ଅସହ୍ୟ ଗୁଳୁଗୁଳି; ଅସ୍ତବ୍ୟସ୍ତ ରାଜଧାନୀବାସୀ

ଭୁବନେଶ୍ବର: କିଛି ଦିନ ହେବ ପାଗରେ ପରିବର୍ତ୍ତନ ଯୋଗୁ ତାତିରୁ ଆଶ୍ବସ୍ତି ମିଳିଥିଲା। ଏବେ ପୁଣି ଫେରିଛି ତାତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜଧାନୀବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୧ ଡିଗ୍ରୀ ରହିଥିଲା।

ଗତକିଛି ଦିନ ହେଲା ବର୍ଷା ପ୍ରଭାବରେ ଦିନର ତାପମାତ୍ର କମ୍ ରହିଥିଲା। ହେଲେ ଆଜି ସକାଳୁ ପ୍ରବଳ ଗରମକୁ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ଯାହା ଦ୍ୱାରା ସାଧାରଣ ଲୋକ ହନ୍ତସନ୍ତ ହୋଇପଡ଼ିଲେଣି । ତେବେ ଆଗକୁ ଆହୁରି ଖରା ବଡିବା ସମ୍ଭାବନା ରହିଛି । ସକାଳ ୧୦ଟା ବେଳୁ ଖରାରେ ପଦାକୁ ବାହାରିବା ଅସମ୍ଭବ ହୋଇପଡୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ