Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ: ଗ୍ରାମପଞ୍ଚାୟତ ଗ୍ରେଡ ଏ ରେ ପୁରସ୍କୃତ ହେଲେ ଯୁବ ସରପଞ୍ଚ

ସମ୍ବଲପୁର:ଗ୍ରାମ ପଞ୍ଚାୟତ ରାଷ୍ଟ୍ର ଗଠନର ମୂଳଦୁଆ। ଗ୍ରାମ ପଞ୍ଚାୟତ ସୁଦୃଢ ହେଲେ ଲୋକଙ୍କ ସମସ୍ଯା ଦୂର ହୋଇ ପାରିବ। ଏହି ଚିନ୍ତାଧାରାରେ ଲୋକଙ୍କ ସେବା କରି ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ରେଙ୍ଗାଲିର ଯୁବ ସରପଞ୍ଚ ଚିତ୍ତରଞ୍ଜନ ବାଗ ଓ ଜୁଯୋମୁରା ବ୍ଲକର ଡ଼ଙ୍ଗରପଡା ପଞ୍ଚାୟତ ସରପଞ୍ଚ ଅୟସ କାନ୍ତ ବଡ଼ପଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ଅବସରରେ ଗ୍ରାମ ପଞ୍ଚାୟତ ଗ୍ରେଡ ଏ ରେ ପ୍ରଥମ ସ୍ଥାନ ପାଇଁ ୭,୭୨,୯୪୬ ହଜାର ଟଙ୍କାର ଚେକ ସହ ମାନପତ୍ର ଦେଇ ଜିଲ୍ଲାପାଳ ବଳିରାମ ବୋନ୍ଦର ସମ୍ମାନିତ କରିଛନ୍ତି। ଏମାନଙ୍କ ସହ ଜିଲ୍ଲା ଆଉ କେତେକ ପଞ୍ଚାୟତ ମଧ୍ୟ୍ୟ ଗ୍ରେଡ଼ ଏ, ବି ଓ ସି ରେ ସମ୍ମାନିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ