Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନନ୍ଦପଡା ଶୀତଳ ଷଷ୍ଠୀ କମିଟି ଗଠିତ, ସମୀର ରଞ୍ଜନ ବାବୁ ହେଲେ ସଭାପତି

ସମ୍ବଲପୁର:ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାର ସଫଳ ଆୟୋଜନ ପାଇଁ ଚଳିତ ବର୍ଷର ନୂତନ କମିଟି ରବିବାର ଗଠିତ ହୋଇଯାଇଛି। ବଂ ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଗଠିତ ନୂତନ କମିଟିରେ ସଭାପତି ରୂପେ ସର୍ବସମ୍ମତି କ୍ରମେ ସମୀର ରଞ୍ଜନ ବାବୁ, ଉପ ସଭାପତି ପ୍ରଭୁଦତ୍ତ ପଣ୍ଡା ଓ ଆଶିଷ ବାବୁ, ସମ୍ପାଦକ ରୂପେ ସୁଶ୍ରିତ ମିଶ୍ର, ସହ ସମ୍ପାଦକ ରାଜୀବ ମାଝୀ ଓ ବାଲଗୋପଲ୍ ନନ୍ଦ, କୋଷାଧ୍ୟକ୍ଷ ଭୂବନ ମୋହନ ମିଶ୍ର ଓ ସୁନିଲ ତ୍ରିପାଠୀ, ସହ କୋଷାଧ୍ୟକ୍ଷ ଆଭାଷିଶ ମିଶ୍ର ଓ ରାଜା ପାଢ଼ୀ, ଗଣମାଧ୍ୟମ ସଂଯୋଜକ ବିରାଜ କୁମାର ମିଶ୍ର ଓ ମାନସ ରଥ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଡିଜିଟାଲ ପ୍ରସାର ଦଳରେ ଅଭିଷେକ ମିଶ୍ର , ଧନଞ୍ଜୟ ପାଣିଗ୍ରାହୀ, ଶୁଭମ୍ ନାୟକ, ଆଶୁତୋଷ ନନ୍ଦ ଓ ଦୀପକ ସାହୁ ରହିଥିବା ବେଳେ ସାଂସ୍କୃତିକ କମିଟିରେ ସୁମନ ସାଗର ମିଶ୍ର ଓ ନିହାର ମିଶ୍ର ରହିଛନ୍ତି।ମୁଖ୍ୟ ସଂଯୋଜକ ଭାବେ ବରିଷ୍ଠ ଓକିଲ ଫଣି ଭୂଷଣ ମିଶ୍ର ରହିଥିବା ବେଳେ ଖାଦ୍ୟ ସମିତିରେ ଦିଲୀପ ମିଶ୍ର ଓ ସନ୍ତୋଷ ମିଶ୍ର ଓ ରହଣି କମିଟିରେ ବିଷ୍ଣୁ ପ୍ରସାଦ ପାଢ଼ୀ ଓ ଟିଟୁ ନାୟକ ରହିଛନ୍ତି।
ସେହିଭଳି ଉପଦେଷ୍ଟା ମଣ୍ଡଳୀରେ ସିଦ୍ଧେଶ୍ୱର ନନ୍ଦ, ଗୋଲକ ବିହାରୀ ମିଶ୍ର, ଅମୂଲ୍ୟ ମିଶ୍ର, ଚକ୍ରଧର ମିଶ୍ର, ପ୍ରଫୁଲ୍ଲ ହୋତା, ନିଗମାନନ୍ଦ ମିଶ୍ର , ସନ୍ତୋଷ ମିଶ୍ର, ଶିବ ମିଶ୍ର , ଲଳିତ ମୋହନ ମିଶ୍ର, ସନତ ନନ୍ଦ, ଦୁର୍ଗ ମାଧବ ମିଶ୍ର, ମନୋଜ ମହାପାତ୍ର ଓ ବିବେକା ମିଶ୍ର ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories