ସୋନପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଲେ ବରିଷ୍ଠ ପୁଲିସ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ନାୟକ l ଏହା ପୂର୍ବରୁ ଶ୍ରୀ ନାୟକ ମେରାଇନ ଏଣ୍ଡ କୋଷ୍ଟlଲ ସିକ୍ୟୁରିଟି ରେ ଏଆଜି ଭାବେ କାର୍ଯ୍ୟରତ ଥିଲେ l ଉକ୍ତ ପଦବୀରୁ ତାଙ୍କୁ ବଦଳି କରାଯାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ (ଏସପି) ଭାବେ ନିଯୁକ୍ତି ଦିଆଯାଇଥିବା ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
ସୁବର୍ଣ୍ଣପୁର ଜିଲ୍ଲା ଏସପି ଭାବେ ଯୋଗ ଦେଲେ ବରିଷ୍ଠ ପୁଲିସ ଅଧିକାରୀ ନାରାୟଣ ନାୟକ
