Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ଲୋକ ଅଦାଲତ:ପାଖାପାଖି ୩ କୋଟି ଆଦାୟ,୫୫୬ ଫୌଜଦାରୀ ମାମଲାର ଫଇସଲା

ସମ୍ବଲପୁର:ରାଷ୍ଟ୍ରୀୟ ଆଇନସେବା ପ୍ରାଧୁକରଣ, ରଣ, ନୂଆଦିଲ୍ଲୀ ଆନୁକୂଲ୍ୟରେ ଓ ରାଜ୍ୟ ଇନସେବା ପ୍ରାକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶନିବାର ଜିଲ୍ଲା ସଦର ମହକୁମା ସ୍ଥିତ ଅଦାଲତ ସମୂହ ଏବଂ ତାଲୁକସ୍ତରୀୟ କୁଚିଣ୍ଡା ଓ ରେଢ଼ାଖୋଲ ଅଦାଲତରେ୨ୟ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇ ୧୮ଟି ମାମଲାର ଫଇସଲା କରାଯାଇଛି ଏହି ଲୋକ ଅଦାଲତରେ ମୋଟର ଯାନ ଦୁର୍ଘଟଣା ଜନିତ ୩ଟି ମାମଲାର ସମାଧାନ କରାଯାଇଛି। ସେହିଭଳି ୧୫ଟି ପରିବାର ସଂକ୍ରାନ୍ତୀୟ ଓ ୪୦ଟି ଦେୱାନୀ ମାମଲାର ଫଇସଲା କରାଯାଇ ୨କୋଟି ୯୮ ଲକ୍ଷ୪୬ ହଜାର ୫୫୩ ଟଙ୍କା ଆଦାୟ କରାଯାଇଛି ୫୫୬ ଫୌଜଦାରୀ ମାମଲାର ଫଇସଲା କରାଯାଇଛି। ୬୭ଟି ଏନ୍‌ଆଇ ଆକ୍ଟ ମାମଲାର ଫଇସଲା କରାଯାଇ ୩ କୋଟି ୪୦ ଲକ୍ଷ ୩୬ ହଜାର ୪୪୩ ଯାଇଛି। ବିଭିନ୍ନ ଟଙ୍କା ଆଦାୟ ଦାୟ କରାଯାଇ ପ୍ରି- ଲିଟିଗେସନ ରାଷ୍ଟ୍ରାୟତ ଓ ଅ ଅନ୍ୟାନ୍ୟ ବ୍ୟାଙ୍କ ବ୍ୟାଙ୍କ ପ୍ରତିନିଧ୍ ଯୋଗ ଦେଇ ମାମଲାର ଫ ଫଇସଲା ଲା କରି ୧୭୧୭ ଲକ୍ଷ ଜାର ୩୮୮ ଟଙ୍କା ଆଦାୟ ୟ ୬ ହଜା କରିଛନ୍ତି । । ରାଜସ୍ବ ବିଭାଗର ୮୦୪୭ଲାର ଫଇସଲା କରାଯାଇ ୪ ମାମଲା
ବିବାଦର ଲକ୍ଷ ୪୨ ହଜାର ୧୩୩ ଟଙ୍କା ଆଦାୟ କରାଯାଇଛି ଲୋକ ଉପ‌ଯୋଗୀ ସେବା ବିଚାରପତି ଶିଶିର କୁମାର ରଥ ସମାଧାନ କରି ୧ ଲକ୍ଷ ୧୩ ହଜାର ଜରିମାନା ଉପଭୋକ୍ତାଙ୍କୁ ଦେବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଜ୍ଞା ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଦ୍ବିତୀୟ ଏମଏସିଟି ବିଚାରପତି ଦୀପ୍ତିରଞ୍ଜନ କାନୁନ୍‌ଗୋ, ପ୍ରଥମ ଅତିରିକ୍ତ ଜିଲ୍ଲା ବିଚାରପତି ଶିବ ପ୍ରସାଦ ମିଶ୍ର, ପରିବାର ଅଦାଲତ ବିଚାରପତି ରୀନା ଚୌଧୁରୀ, ସିଭିଲ ବିଚାରପତି ସମାପିକା ମହାନ୍ତି, ସୋମାଲିନା ମିଶ୍ର, ମାନସ ରଞ୍ଜନ ପଧାନ, ଏସ୍ମିଜେଏମ୍ ଶୁଭଙ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ ମାମଲାର ଫଇସଲା କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ, ସମ୍ବଲପୁରର ସଚିବ ସୌମ୍ୟା ପ୍ରଧାନ ଓ ୩ ଦେୱାନୀ ଅଦାଲତର ରେଜିଷ୍ଟ୍ରାର ନିହାରରଞ୍ଜନ ଲେଙ୍କା ଅଦାଲତ ପରିଚାଳନା କରିଥିଲେ। ସେହିପରି କୁଚିଣ୍ଡାରେ ଅତିରିକ୍ତ ଜିଲ୍ଲା ବିଚାରପତି ରାଜକିଶୋର ଳେ ଲେଙ୍କା ଏବଂ ରେଢ଼ାଖୋଲରେ ଅତିରିକ୍ତ ବିନ ବିଚାରପତି ପାର୍ଥ ସାରଥୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ