Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ରୁ ପରୀକ୍ଷା ଫଳ ପାଇପାରିବେ। ସିବିଏସଇ ଦଶମ ଶ୍ରେଣୀ ପାସ ହାର ୯୩.୧୨ ପ୍ରତିଶତ ରହିଛି । ଭୁବନେଶ୍ୱର ରିଜିଅନ ପାସ୍ ହାର ୯୩.୬୪ ପ୍ରତିଶତ ରହିଛି । ତ୍ରିବେନ୍ଦ୍ରମ୍ ରିଜିଅନ ୯୯.୯ ପ୍ରତିଶହ ସହ ଶୀର୍ଷରେ ରହିଛନ୍ତି ।

ଅନ୍ୟପଟେ, ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଏଥିରେ ମୋଟ ପାସ ହାର ରହିଛି ୮୭. ୩୩ ପ୍ରତିଶତ। ଚଳିତ ବର୍ଷ ମୋଟ ୧୬ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ