ଗାଡ଼ି ଭିତରୁ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର May 27, 2025 8:54 am ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ ଜୀବନ ହାରିଲେ ଗୋଟିଏ ପରିବାରର ୭ ଜଣ। ଗାଡ଼ି ଭିତରୁ ଉଦ୍ଧାର ହୋଇଛି ସମସ୍ତଙ୍କର ମୃତଦେହ। ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ପାର୍କ ହୋଇଥିବା ଏକ କାର ଭିତରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ହସ୍ପିଟାଲରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ More Stories ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ଏଭଳି କହିଲେ ମୁଖ୍ୟ ପ୍ରଶାସକ December 31, 2025 7:16 pm PUCC ସାର୍ଟିଫିକେଟ ଯାଞ୍ଚର ଅବଧି ବଢ଼ିଲା; ଫେବୃଆରି ପରିବର୍ତ୍ତେ ମାର୍ଚ୍ଚ ଶେଷରୁ ହେବ କଡାକଡି ଯାଞ୍ଚ December 31, 2025 7:00 pm ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼; ଶାସକ ଦଳ ‘ଡିଏମକେ’କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ December 31, 2025 5:41 pm ଜାନୁଆରୀ ୨୦୨୬ରେ କେଉଁ ରାଜ୍ୟରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ? ଜାଣନ୍ତୁ…. December 31, 2025 4:18 pm ଗୁଡିର ମାଞ୍ଜା ସୂତା ସାଜିଲା କାଳ; ପୁତୁରାଙ୍କ ଅବସ୍ଥା ଗୁରୁତର, ପିଉସୀ ଆହତ December 31, 2025 3:00 pm ପରଲୋକରେ,ସାନ୍ତାଳୀ ଲେଖିକା ମାଳତୀ ମୁର୍ମୁ; ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକର ଛାୟା December 31, 2025 2:59 pm