Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀ କପ୍ – ଅନ୍ତର୍ଜିଲ୍ଲା ଜୋନାଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ସମ୍ବଲପୁର:ରାଜ୍ୟ କ୍ରୀଡା ବିଭାଗ ର ସହଯୋଗରେ ଦ୍ୱାରା ମୁଖ୍ୟମନ୍ତ୍ରୀ କପ୍ ଅନ୍ତର୍ଜିଲ୍ଲା ଜୋନାଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୫ ଆସନ୍ତା ମେ ୨୮ ତାରିଖ ରୁ ଆରମ୍ଭ ହୋଇ ଜୁନ ୩ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ର ଭିଏସଏସ୍ ଷ୍ଟାଡିୟମ୍, ଠାରେ ଅନୁଷ୍ଠିତ ହେବ।ଏହି ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଳାଙ୍ଗିର, ନୂଆପଡା ଓ ବରଗଡ଼ ଜିଲ୍ଲାର ୮ଟି ଫୁଟବଲ୍ ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଦ୍ୱାରା ଜିଲ୍ଲା ସ୍ତରରେ କୁଶଳୀ ଖେଳାଳିଙ୍କୁ ଚିହ୍ନଟ କରି ରାଜ୍ୟ ସ୍ତରରେ ପ୍ରସ୍ତୁତ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories