ଝାରସୁଗୁଡା ଉପନିର୍ବାଚନ; କିଏ ପିନ୍ଧିବ ବିଜୟ ମୁକୁଟ? ୧୬ତମ ରାଉଣ୍ଡ ଶେଷ ସୁଦ୍ଧା ଲିଡ୍‌ରେ ବିଜେଡି


ଝାରସୁଗୁଡା: ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳ ପାଇଁ ଚାଲିଛି ଭୋଟ ଗଣତି । ୧୬ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୨୩୯୫ ଭୋଟରେ ଆଗୁଆ ରହିଛନ୍ତି । ବିଜେଡିକୁ ୫୦୦୫ ଭୋଟ ମିଳିଥିବା ବେଳେ କଂଗେସକୁ ୧୬୦ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିକୁ ୨୭୩୫ ଭୋଟ୍ ମିଳିଛି।