Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଫଟୋ ୱାକ୍ କାର୍ଯ୍ୟକ୍ରମ

ସମ୍ବଲପୁର:ଉଦୟୀମାନ କେନଡିଡ ଫଟୋଗ୍ରାଫର ମୌସମ ପଟ୍ଟନାୟକଙ୍କ ଉଦ୍ୟମ ଓ ସମ୍ବଲପୁର ଦର୍ଶନର ମିଳିତ ସହଯୋଗରେ ସମ୍ବଲପୁର ସହର ରେ ରବିବାର ପ୍ରାତଃ ସମୟ ରେ ଏକ ନୂତନ ଶୈଳୀ ର ଫଟୋ ୱାକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇ ଥିବା ଫଟୋଗ୍ରାଫର୍ ମାନେ ପ୍ରାତଃ ଭ୍ରମଣ ସହିତ ନୂତନ ଶୈଳୀ ରେ ଫଟୋ ଉଠାଇବାର ନିଆରା ମଜା ନେଇଥିଲେ । ଏହି ଫଟୋ ପ୍ରାତଃ ଯାତ୍ରା ମ୍ୟୁନିସିପାଲିଟି ଛକ ରୁ ଆରମ୍ଭ ହୋଇ ଥିଲା । ଏହି ନୂତନ ପଦକ୍ଷେପ ରେ ରଶ୍ମିତା ଦାଶ ପଟ୍ଟନାୟକ ଓ ସମ୍ବଲପୁର ଦର୍ଶନ ର ସଭ୍ୟ ବୃନ୍ଦ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ