Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବକାରୀ ବିଭାଗ ନେଲେ ସଂକଳ୍ପ:ନିଶା ନୁହେଁ ଜୀବନ, ରକ୍ତଦାନ ପାଇଁ ଦେଖାଇଲେ ବାଟ

ସମ୍ବଲପୁର:ନିଶା ମୁକ୍ତ ଜୀବନ ପାଇଁ ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଚାଲିଛି ବ୍ୟାପକ ସଚେତନତା। ଆମ ସଂକଳ୍ପ ନିଶା ନୁହେଁ ଜୀବନ ସ୍ଲୋଗାନ ନେଇ ବିଭିନ୍ନ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ପରିସର ରେ ବିଭାଗ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।
ଏହି ଶିବିରକୁ ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଅଶୋକ ଦାଶ ଓ ଜିଲ୍ଲା ଅବକାରୀ ଅଧିକାରୀ ଅଶୋକ ସେଠ୍ ମିଳିତ ଭାବେ ଉଦଘାଟନ କରିଥିଲେ. ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ