ରଥଯାତ୍ରା ୨୦୨୫ ପାଇଁ ଟ୍ରାଫିକ୍ ନିୟମାବଳୀ ଜାରି…


ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ପୁରୀ ପୋଲିସ୍ ପକ୍ଷରୁ ଟ୍ରାଫିକ୍ ନିୟମାବଳୀ ଜାରି କରାଯାଇଛି। ତେବେ ଜାଣନ୍ତୁ କେଉଁ ରାସ୍ତା ଦେଇ ଗମନାଗମନ କରିବେ।