Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ଲକ୍ଷ୍ୟ ପରେ ବି କାମରେ ଲାଗୁନି  ବସ୍ ଷ୍ଟପ।

ହାଟଡିହି ଏପରି ଅବସ୍ଥା ଦେଖିବାକୁ ମିଳିଛି ଢେଙ୍କା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପୁରୁଣାପାଣି ଗାଁ ନିକଟ ରେ। ସୂଚନା ଅନୁଯାୟୀ ପୂର୍ବ ସରକାର ଙ୍କ ସମୟରେ ପ୍ରତି ଛକ ମାନଙ୍କ ରେ  ବସ ରହଣୀ ନିମନ୍ତେ ଗୋଟିଏ ଗୋଟିଏ ବସ୍ ରହିବା ସ୍ଥଳ ସରକାରୀ ବ୍ୟୟ ବରାଦ ପାଞ୍ଚ ଲକ୍ଷ୍ୟ ଟଙ୍କା  ଖର୍ଚ୍ଚ କରି ତିଆରି କରା ଯାଇଥିଲା। ମାତ୍ର ତାହା ତିଆରି ବେଳେ କୌଣସି ପଶୁଙ୍କ ଅବରୋଧ ନିମନ୍ତେ ବ୍ୟବସ୍ଥା ନଥିବା ରୁ ସେଠାରେ ଏବେ ଛେଳି ଗୋରୁ ଙ୍କ ଗୁହାଳ ପାଲଟି ଯାଇଛି। ଯାହାକୁ ନେଇ ସେହି  ଅଞ୍ଚଳର ବସ୍ ରେ ଯିବାକୁ ଅପେକ୍ଷା କରିଥିବା ଲୋକେ ନାହିଁ ନଥିବା ହିନସ୍ଥା ହେଉଛନ୍ତି। ସରକାର କା ମାଲ ଦରିଆ ଡାଲ ହେବା ପରି ଦୃଶ୍ୟ ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ