ସମ୍ବଲପୁର:ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ସମ୍ବଲପୁର ମହାନଗର ନିଗମ ର କମିଶନର ବେଦଭୂଷଣ ଆଜି ସମ୍ବଲପୁର ମହାନଗର ନିଗମ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବର୍ଷା ଯୋଗୁ ଉପୁଜିଥିବା ସମସ୍ୟା ର ସମୀକ୍ଷା କରିଥିଲେ। ଡ୍ରେନେଜ ବ୍ୟବସ୍ଥା, ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବା, ଏବଂ ସାନିଟେସନ କାମ କୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସମ୍ବଲପୁର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସମୀକ୍ଷା କଲେ ଜିଲ୍ଲାପାଳ ଏବଂ ସମ୍ବଲପୁର ମନାନଗର ନିଗମ ଆୟୁକ୍ତ
