Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବୀରପଡ଼ା ଠାରେ ହେବ ନୂଆଁଖାଇ ଭେଟଘାଟ

ସମ୍ବଲପୁର:ଧନୁପାଲି ମହାବୀରପଡ଼ା କମ୍ୟୁନିଟି ହଲ ଠାରେ ନୂଆଁଖାଇ ଭେଟଘାଟ କରିବାର ସ୍ଥିର କରାଯାଇଛି ।ଏହି ଅବସରରେ ଏକ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ସଭାପତି ଭାବେ ନାଉରୀ ନାୟକ,
କାଯ୍ୟକ୍ରାରୀ ସଭାପତି ରାଜେନ୍ଦ୍ର ପଣ୍ଡା, ଉପସଭାପତି ରାଜେଶ ଦିକ୍ଷିତ ସମ୍ଫାଦକ-କାହ୍ନୁରାମ ଶର୍ମା,କୋଷାଧ୍ୟକ୍ଷ ସନ୍ତୋଷ ପଣ୍ଡା,ସାଂସ୍କୃତିକ ସଂମ୍ଫାଦକ ସୁଶାନ୍ତ ପାଢୀ, ମହେଶ ପଟେଲ, ଚ୍ୟତନ୍ୟ ନାୟକ,ମିଡ଼ିଆ ପ୍ରଭାରି ସଂଜୀବ ପାଣିଗ୍ରାହୀ ମନୋନୀତ ହୋଇଥିବା ବେଳେ କାଯ୍ୟକାରୀ କମିଟି ରେ ବିହାରୀ ଲାଳ ବିଶ୍ଵାଳ,ଆଲୋକ ମିଶ୍ର,ବିକାଶ ମିଶ୍ର,ଶ୍ରୀକାନ୍ତ ବିଶ୍ଵାଳ,ଆଶିଷ ବେହେରା,ଚକାନୟନ ମିଶ୍ର, ଅକ୍ଷୟ ସାଗର ବେହେରା,ସୁଦାମ ପଣ୍ଡା, ପ୍ରଦୀପ ଧର, ଜଗନ୍ନାଥ ବାଗ ମନୋନୀତ ହୋଇଛନ୍ତି। ଆସନ୍ତା ମାସ ୦୭.୦୯.୨୫ ରେ ନୂଆଁଖାଇ ଭେଟଘାଟ କରାଯିବାକୁ ସ୍ଥିର ହୋଇଥିବା ବେଳେ ଚଳିତ ମାସ ୩୧.୦୮.୨୫ ଡ୍ରଇଂ ପ୍ରତିଯୋଗିତା ଓ ତା.୦୫.୦୯.୨୫ ରକ୍ତଦାନ ଶିବିର କରିବାକୁ ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories