ବାର କାଉନସିଲ ନିର୍ବାଚନ ସମ୍ବଲପୁର ପାଇଁ ଆସନ୍ତା 20 ତାରିଖ
 
        ଓଡିଶା ବାର କାଉନସିଲ ନିର୍ବାଚନ  ଆସନ୍ତା ମେ. ମାସ 20 ତାରଖ ଦିନ ସମ୍ବଲପୁର ପାଇଁ   ଅନୁଷ୍ଠିତ. ହେବା କୁ ଯାଉଛି l ସୂଚନାଯୋଗ୍ୟ  ଜେ ଗତ ଏପ୍ରିଲ ପନ୍ଦର  ତାରିଖ. ରେ ରାଜ୍ୟ ର ବିଭିନ୍ନ ବାର ଆସୋସିଏନରେ. ନିର୍ବାଚନ ହୋଇଯାଇଛି l ଗତ  ହନୁମାନ ଜୟନ୍ତୀ ବେଳେ ସମ୍ବଲପୁର ରେ ଜଳାପୋଡ଼ା  ଯୋଗୁଁ ନିର୍ବାଚନ କୁ ଅତର୍କିତ  ଭାବେ  ବିନା ସୂଚନା ରେ ପରବର୍ତୀ  ଆଦେଶ  ପର୍ଯନ୍ତ  ଘୁଞ୍ଚା ଯାଇଥିଲା. ବାର କାଉନସିଲ ଏକ  ନିର୍ଦେଶ ରେ ଆସନ୍ତା 20 ତାରିଖ. ରେ ହେବାକୁ ନିର୍ଦେଶ. ଦେବା ପରେ  ସମ୍ବଲପୁର ବାର ଚଳ. ଚଞ୍ଚଳ ହୋଇ ପଡ଼ିଛ. ବର୍ତ୍ତମାନ ସମ୍ବଲପୁର ରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ  ଅନୁଭୂତ  ହୋଉଛି l ଆସନ୍ତା 22 ତାରିଖ ରୁ ଗ୍ରୀଷ୍ମ ଅବକାଶ. ହେବ l. ସମ୍ବଲପୁର ବାର ର  ମାତ୍ର 6 ଜଣ ପ୍ରାଥୀ ମୈଦାନ  ରେ ଥିବାରୁ ପ୍ରଥମ. ପସନ୍ଦ. ର  ଭୋଟ ପାଇଁ ରାଜ୍ୟ ସାରା ଲବି  ଚାଲିଛି l ସ୍ଥାନୀୟ କେତେଜଣ ଆଡ଼ଭୋକେଟ ହାଇକୋର୍ଟ  ରେ. ପ୍ରlକଟିସ କରୁଥିବା  ବେଳେ ସମ୍ବଲପୁର ବାର ଷ୍ଟ୍ରାଇକ ବେଳେ ଜେଲ ରେ ଥିବା ଓକିଲ ଙ୍କ. ପାଇଁ ବହୁ  କାମ  କେତେ ଜଣ ଓକିଲ
କରିଥିବା ରୁ ସେମାନଙ୍କୁ ପ୍ରଥମ  ପସନ୍ଦ. ଭୋଟ ପଡିବ ସମ୍ବଲପୁର ବାର ନିର୍ବାଚନ ରେ ନିର୍ଣ୍ଣାୟକ ଭୂମିକା ନେବା ର  ସମ୍ଭାବନା  ରହିଚି l ସମ୍ବଲପୁର. ରେ ହାଇକୋର୍ଟ ବେଞ୍ଚ ସ୍ଥାପନ  ପାଇଁ ଏ ପର୍ଯନ୍ତ ସମସ୍ତଙ୍କ  ମନରେ  ରହିଅଛି l ଯେଉଁ ମାନେ   ଖୋଲା  ଖୋଲି ସମର୍ଥନ  ଜଣାଇବେ  ଆଗାମୀ ଦିନ  ରେ ସେମାନ ସମ୍ବଲପୁର. ର. ନେତୃତ୍ୱ ନେବେ. ଏବଂ  ଯେଉଁ ନେତା ମାନେ ଠକି  ଆସିଛନ୍ତି ସେମାନଙ୍କୁ ଲୋକେ ଉପଯୁକ୍ତ. ଜବାବ ଦେବେ, ସେମାନେ ଯେଉଁ ପାଟି. ର ହେଲେବି l ରାଜ୍ୟ ର  ବିଭିନ୍ନ. ବାର ମେମ୍ବର ସମ୍ବଲପୁର ଆସି  ନିର୍ବାଚନ ପ୍ରଚାର ରେ ଲାଗି ପଡିଛନ୍ତି l ସମ୍ବଲପୁର ରାଜ୍ୟ ର. ତୃତୀୟ  ବୃହତମ ବାର ଆସୋ ସି ଏସନ l ଏହାର ମରଜ ଦା ସ୍ୱ ତ ତ୍ର ଓ ଅନନ୍ୟ l

 
                        
 
                                 
                                 
                                 
                                 
                                