Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ

ସମ୍ବଲପୁର:ବଜ୍ରାଘାତରେ ଆଜି ୨ ଜଣଙ୍କ ଜୀବନ ଯାଇଛି। ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ପରମାନପୁର ପଞ୍ଚାୟତ କାଲିବାହାଳ ଜଙ୍ଗଲ ରେ ଆଜି ବଜ୍ରାଘାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ଦ୍ବୟଙ୍କ ବୟସ ପାଖାପାଖି ୨୬ ଓ ୪୫ ବର୍ଷ ହେବ ବୋଲି ଜଣା ପଡ଼ିଛି।ତେବେ ସେମାନଙ୍କ ପରିଚୟ ଜଣା ପଡି ନାହିଁ।ଆଜି ମଧ୍ୟାହ୍ନ ରେ ବର୍ଷା ହେବାରୁ ଉଭୟେ ମହୁଲ ଗଛ ମୂଳେ ଆଶ୍ରୟ ନେଇ ଥିବା ବେଳେ ହଠାତ୍ ବର୍ଷା ସହ ଘଡଘଡି ହୋଇ ବଜ୍ରାଘାତ ଘଟିବା ରୁ ଘଟଣା ସ୍ଥଳରେ ଉଭୟ ଙ୍କ ମୃତ୍ୟୁ ଘଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories