Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସେବାପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଆଗାମୀ ସେପ୍ଟେମ୍ବର ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀଜୀ ଓ ଶାସ୍ତ୍ରୀଜି ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନକରାଯିବ। ଏହି ଅବସରରେ ବୃକ୍ଷ ରୋପଣ,ସ୍ବାସ୍ଥ୍ୟସେବା ଶିବିର,ରକ୍ତଦାନ ଶିବିର
ପ୍ରବୃଦ୍ଧ ବର୍ଗ ସମ୍ବାଦ,ଆଲୋଚନାଚକ୍ର ଚିତ୍ରାଙ୍କନ ତଥା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜୟନ୍ତୀ ଆଦି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ମଣ୍ଡଳ ସଭାପତି ପ୍ରାଣବନ୍ଧୁ ନାଥ ଙ୍କ ସଭାପତିତ୍ବରେ କୁଚିଣ୍ଡା ଠାରେ ଆୟୋଜିତ ଏହି ବୈଠକ ରେ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ସୁଶୀଲ କୁମାର କର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିଭୂତି କଲ୍ୟାଣ ପଟେଲ ମଣ୍ଡଳ ସଂଯୋଜକ ଅସିତ୍ ଗଙ୍ଗଦେବ ସହ ସଂଯୋଜକ ପ୍ରିତମ ପାଣିଗ୍ରାହି ସହ ସଂଯୋଯିକା ଗାୟତ୍ରୀ ଚଲାନ ବରିଷ୍ଠ ଆଇନଜିବୀ ସଇଲେନ୍ଦ୍ର ନାୟକ ବାର ଏସୋସିଏସନ୍ ସଭାପତି ଅଇଁଠୁ କୁମାର ରାଉତ ଅରୁଣ ଅଗ୍ରୱାଲଙ୍କ ସମେତ ସମସ୍ତ ୧୧ଟି ୱାର୍ଡ ର କାର୍ଯ୍ୟକର୍ତ୍ତା ତଥା ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ବୈଠକ ଶେଷ ରେ ଜିଲ୍ଲା ପ୍ରତିନିଧି କୁମାରେସ ଦଶଭୟା ଧନ୍ୟବାଦ୍ ଅର୍ପଣ କରିଥିଲେ।