ମା ସମଲେଶ୍ୱରୀ ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କୁ ଦୀପଦାନ

ସମ୍ବଲପୁର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ମା ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଦସ୍ୟ ଓ ପୂଜକମାନଙ୍କ ଦ୍ୱାରା ମା ସମଲେଶ୍ୱରୀ ଙ୍କ ଠାରେ ଦୀପଦାନ କରାଯାଇ ଶତାୟୁ ଆୟୁଷ ପାଇଁ ପ୍ରାର୍ଥନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ,ପ୍ରଫୁଲ୍ଲ ହୋତା,ଦେବ କୁମାର ଅଜମେରିଆ,ଅନିନ୍ଦିତ ଦାସ,ସନ୍ତୋଷ ପୃଷେଟ,ବିରେନ୍ଦ୍ର ରାୟ, ବିଚିତ୍ରାନନ୍ଦ ଆଚାର୍ଯ୍ୟ,ଅକ୍ଷୟ ରାୟ,ସଘନ ରାୟ,ଓକିଲ ରାୟ,ମନୋଜ ରାୟ ପ୍ରମୁଖ ଉପସ୍ଥିତ ରହି ଦୀପଦାନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।