ନବରାତ୍ର ସମିତି ପକ୍ଷରୁ ଅନ୍ନଭୋଗ
ସାର୍ବଜନୀନ ଦୁର୍ଗା ପୂଜା ଏବଂ ନବରାତ୍ର ସମିତି, ସମଲେଇ ମନ୍ଦିର, ସମଲେଇପଦର୍ ସୌଜନ୍ୟ ରେ ଶୁକ୍ଳ ପକ୍ଷ ଷଷ୍ଠୀ ପୂଜା ଅବସର ରେ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି।ଆଜି ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଅନ୍ନ ଭୋଗ ଦିଆଯାଇଥିଲା। ଆଗାମୀ ଦଶମୀ ପର୍ଯ୍ୟନ୍ତ ଏହି ପ୍ରସାଦ ଉପଲବ୍ଧ ରହିବ। ବୋଧରାମ ଓରାମ, ଜ୍ୟୋସ୍ନା ମିଞ୍ଜ, ସମିତିର ଡାକ୍ତର ସଂଜୀବ କୁମାର ମିଶ୍ର, ହାରାଚାନ୍ଦ କଠାର, କେଶବ ଭୁଏ, ଜସ୍ମନ୍ ସିଂହ, ଉମେଶ ଖଡିଆ, ସୂର୍ଯ୍ୟକାନ୍ତ ସାହୁ, ଅରୁନ ଭୁଏ ଉପସ୍ଥିତ ରହି ସେବା କାର୍ଯ୍ୟକୁ ପରିଚାଳନା କରୁଛନ୍ତି।

