Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ପ୍ରଦୀପ କୁମାର ନାୟକ

ସ୍ଥାନୀୟ ପ୍ରତିନିଧି (ଚିପଲିମା) ସମ୍ବଲପୁର

କର୍କଟ ରୋଗରେ ଆକ୍ରାନ୍ତ ଭିଆରପି ଇନ୍ଦ୍ରାଣୀ ପଣ୍ଡାଙ୍କ ଦେହାନ୍ତ, ସରକାରୀ ସହାୟତା ଦାବି

ଚିପିଲିମା, ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ବସନ୍ତପୁର ପଞ୍ଚାୟତ ଗଡ଼ମୁଣ୍ଡା ଗ୍ରାମର ଶେଷଦେବ ପଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ...

ଘଣ୍ଟେଶ୍ୱରୀ ପୀଠରୁ ମାଁଙ୍କ ଛତର ବାହାରିଲା, ଆସନ୍ତା ୨୩ ରେ ମାଁଙ୍କ ବାର୍ଷିକ ଚଇତି ପର୍ବ

ଚିପିଲିମା,ସମ୍ବଲପୁର ଜିଲ୍ଲା ଚିପିଲିମା ବଗବିରା ସ୍ଥିତ ଘଣ୍ଟେଶ୍ୱରୀ ମାଁଙ୍କ ଚଇତି ପୂଜା ପର୍ବ ଆସନ୍ତା ୨୩ ତାରିଖ ରେ ହେବାକୁ...

ରାଜେଶ ଉପଯୁକ୍ତ ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ, ଉପଯୁକ୍ତ ଭତ୍ତା ଦେବାକୁ ଦାବି

ଚିପିଲିମା, ରାଜ୍ୟର ପ୍ରତ୍ୟେକ ବୃଦ୍ଧ, ବୃଦ୍ଧା,ବିଧବା, ଦିବ୍ୟାଙ୍ଗ ମାନଙ୍କ ପାଇଁ ଭତ୍ତା ନିଶ୍ଚିତ ପାଇବେ ବୋଲି କେନ୍ଦ୍ର ଓ ରାଜ୍ୟ...

ସରସ୍ବତୀ ଶିଶୁ ମନ୍ଦିରରେ ମେଗା ରକ୍ତଦାନ ଶିବିର, ବିଭିନ୍ନ ବର୍ଗର ୬୪ୟୁନିଟ ରକ୍ତ ସଂଗ୍ରହ

ଚିପିଲିମା,ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଧନକୌଡା ଖଣ୍ଡ ପକ୍ଷରୁ ସମ୍ବଲପୁର ଧନକୌଡା ବ୍ଲକ ଗୋବିନ୍ଦପାଲି...

ମିର୍ଗାମୁଣ୍ଡା ରେ ଷୋହଳ ପ୍ରହରୀ ନାମଯଜ୍ଞ ସମାରୋହ

ଚିପିଲିମା,ସମ୍ବଲପୁର ମହାନଗର ଅଧିନସ୍ଥ ମିର୍ଗାମୁଣ୍ଡା ରେ ସମାରୋହ ମଧ୍ୟରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ...

ଉଦେପୁର ରେ ୧୧୧ତମ ନାମଯଜ୍ଞ, “ହରେ କୃଷ୍ଣ ହରେ ରାମ”ମହାମନ୍ତ୍ର ରେ ମୁଖରିତ ଅଞ୍ଚଳ

ଚିପିଲିମା,ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟ ନେଇ ଉଦେପୁର ଗାଁ ରେ ଦୀର୍ଘ ୧୧୧ବର୍ଷ ହେଲା ପ୍ରତି ବର୍ଷ ୨୪ ପ୍ରହର ନାମ...

ଗୋବିନ୍ଦପାଲି ଓ ଘୁଡୁକାଟିକ୍ରା ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ,ନବାଗତ ଛାତ୍ରୀଛାତ୍ରଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ଜୋନ ୨ ଅନ୍ତର୍ଗତ ଗୋବିନ୍ଦପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଉତ୍କଳ ଦିବସ...

ବିଜେପି ଘୋଷିତ ବିଧାୟକ ପ୍ରାର୍ଥୀ ନାଉରୀ ଓ ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କ ସଫଳତା କାମନା ନେଇ ପୂଜାର୍ଚ୍ଚନା, ମିଠା ବାଣ୍ଟି ମନାଇଲେ ଖୁସି

ଚିପିଲିମା, ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତ୍ରିସ୍ତରୀୟ ଲଢେଇ ହେବାକୁ ଥିବାବେଳେ କୌଣସି ଦଳ ପ୍ରାର୍ଥୀ ଘୋଷଣା...

ଆଇଆଇଏମ ସମ୍ବଲପୁରର ଦିଲ୍ଲୀ କ୍ୟାମ୍ପସ ରେ ଏମବିଏ ପପାଠ୍ୟକ୍ରମ ପାଇଁ ଦରଖାସ୍ତ ଆହ୍ୱାନ

ଚିପିଲିମା, ଭାରତର ଅନ୍ୟତମ ପ୍ରମୁଖ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଆଇଆଇଏମ ସମ୍ବଲପୁର ଏହାର ଦିଲ୍ଲୀ କ୍ୟାମ୍ପସରେ ଏମବିଏ ଡିଗ୍ରୀ ପ୍ରୋଗ୍ରାମ (୨0୨୪-୨୬)ପ୍ରଦାନ...

ପୋଖରୀରେ ବୁଡି ନାବାଳକ ସାଇକ୍ରୀଷ୍ଣା ର ମୃତ୍ୟୁ

ଚିପିଲିମା, (ଅତାବିରା )ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲୁଣ୍ଡା ଗ୍ରାମରେ ସୋମବାର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ଘଟିଛି...

ପାରିବାରିକ କଲହରୁ ମାଟ୍ରିକ ଛାତ୍ରୀଙ୍କ ଆତ୍ମହତ୍ୟା

ଚିପିଲିମା,ସମ୍ବଲପୁର ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ ରୁପାପାଲି ନୂଆପଡ଼ା ର ରାଜେଶ ଛତ୍ରିଆଙ୍କ ଦ୍ଵିତୀୟ ଝିଅ ତୁଳସୀ ଛତ୍ରିଆ...

ଚିପିଲିମାରେ ସାପ୍ତାହିକ ମାର୍କେଟରେ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କରଡୋଳା ପଞ୍ଚାୟତ ଚିପିଲିମା ସାପ୍ତାହିକ ମାର୍କେଟ ରେ ମହାସମାରୋହ ମଧ୍ୟରେ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ...