Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ପ୍ରଦୀପ କୁମାର ସାହୁ

ସ୍ଥାନୀୟ ପ୍ରତିନିଧି (କରଲାମୁଣ୍ଡା) କଳାହାଣ୍ଡି

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର……

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଭା ଗୃହ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ...

ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ…..

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମିଲେଟ ମିଶନ ପ୍ରକଳ୍ପ ପକ୍ଷରୁ...

ରିଷିଡା ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯକ୍ରମ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରିଷିଡା ସ୍ଥିତ ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯକ୍ରମ...

ଗୋଇନ୍ଦାମୁଣ୍ଡା ଠାରେ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ଗୋଇନ୍ଦାମୁଣ୍ଡା ଠାରେ ଗ୍ରାମ ବାସୀ ଙ୍କ ଉଦ୍ୟମ ରେ ଶନିବାର ଠାରୁ...

କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ବୈଠକ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସ. ମାଲପଡା ସ୍ଥିତ କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ବୋର୍ଡ଼...

ସି ବି ଏସ ଇ ପରୀକ୍ଷାରେ ରେଗଡା ଆଦର୍ଶ ବିଦ୍ୟାଳୟର ସଫଳତା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସ୍ନେହରାଣୀ ଦେହୁରୀ ଦଶମ ପରୀକ୍ଷାରେ ୯୫.୨%...

ଶାନ୍ତି ଶୃଙ୍ଖଳା ରେ ସରିଲା ମତଦାନ….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସରିଥିବା ଜଣାପଡିଛି।ଏହି କ୍ରମରେ ବ୍ଲକ ର ରିଂଜା...

କର୍ଲାମୁଣ୍ଡା ବ୍ଲକ….୫୫ବୁଥ ରେ ମତଦାନ ସାବ୍ୟସ୍ତ କରିବେ ୪୫୦୨୬ଭୋଟର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ସୋମବାର ମତଦାନ ହେବ।ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ତେବେ ଏହି...

କଂକ୍ରିଟ ରାସ୍ତା ନିର୍ମାଣ ୬ ମାସ ପରେ …..କଂକ୍ରିଟ ରାସ୍ତା ରେ ଫସିଲା ସାର ବୋଝେଇ ଟ୍ରକ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତା ରେ ଗୁରୁବାର ସକାଳେ...

ବାଲୁକା ଶିଳ୍ପୀ ଓଁମ ପ୍ରକାଶ ପାଇଲେ ଡକ୍ଟୋରେଟ ଉପାଧି

ୱେବିବକ ୟୁନିଭର୍ସିଟି, ଘାନା ତରଫରୁ ଓମ ପ୍ରକାଶ ସାହୁଙ୍କୁ ଡ଼କ୍ଟରେଟ ଉପାଧିରେ ସମ୍ମାନିତ ହୋଇଥିବା ଜଣାପଡିଛି l ନୂଆଦିଲ୍ଲୀ ସ୍ଥିତ...

ବିଜେଡି ପାଇଁ ଝଟକା……କର୍ଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ତଥା ଆଦିବାସୀ ସଂଘ ବ୍ଲକ ସଭାପତି ଙ୍କ ବିଜେଡି ରୁ ଇସ୍ତଫା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ ବିଜେଡି ରୁ ପ୍ରାଥମିକ...

ଓଁମ ପ୍ରକାଶ ପାଇବେ ଡକ୍ଟୋରେଟ ଉପାଧି

ଆସନ୍ତା ମଇ ୫ ତାରିଖରେ ୱେବିକ ୟୁନିଭର୍ସିଟି, ଘାନା ତରଫରୁ ଅନ୍ତର୍ଜାତୀକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କୁ ମିଳିବ...