ପ୍ରଦୀପ କୁମାର ସାହୁ
ସ୍ଥାନୀୟ ପ୍ରତିନିଧି (କରଲାମୁଣ୍ଡା) କଳାହାଣ୍ଡି
କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଙ୍କ ଇସ୍ତଫା
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତ ର ବିଜେଡି ସଭାପତି ଦୀନବନ୍ଧୁ ସାହୁ ମଙ୍ଗଳବାର ପ୍ରାଥମିକ ସଦସ୍ୟ...
ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀରାମଲୀଳା ପାଇଁ ଗ୍ରାମ ଗୁଡ଼ିକ ଉତ୍ସବମୁଖର ହୋଇ ଉଠିଛି l ବୁଧବାର...
ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଯୋଗଦାନ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ପଞ୍ଚାୟତ ରେ ବୁଧବାର ନୂତନ ଭାବେ ନିଯୁକ୍ତି ପାଇଥିବା ଗ୍ରାମ ପଞ୍ଚାୟତ...
କର୍ଲାମୁଣ୍ଡା ବ୍ଲକ : ୧୦ ଛାତ୍ରୀ/ଛାତ୍ର ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ୯ ଜଣ ଛାତ୍ରୀ ଛାତ୍ର ନବୋଦୟ ପ୍ରବେଶିକା ପରୀକ୍ଷା...
କର୍ଲାମୁଣ୍ଡା ଈଶ୍ୱରୀୟ ବ୍ରହ୍ମକୁମାରୀ କେନ୍ଦ୍ର ଠାରେ ଶିଵ ଜୟନ୍ତୀ ପାଳନ…
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ଈଶ୍ୱରୀୟ ବ୍ରହ୍ମକୁମାରୀ କେନ୍ଦ୍ର ର ନିର୍ମାଣଧିନ ଗୃହ ଠାରେ ଶୁକ୍ରବାର ଶିଵ...
ମୁଇ କଳାହାଣ୍ଡିଆ ଫର କଳାହାଣ୍ଡି ସଂଗଠନ ପକ୍ଷରୁ ବ୍ଳକ ଘେରାଉ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ଠାରେ ମଙ୍ଗଳବାର ଦିନ ମୁଇ କଳାହାଣ୍ଡିଆ ଫର କଳାହାଣ୍ଡି ସଂଗଠନ ପକ୍ଷରୁ ଭତ୍ତା...
ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ବିଶାଳ ସମାବେଶ୩୨୯ ଟି ଦଳ ପାଇଲେ ସୁଧ ବାବଦକୁ ୧୨ ଲକ୍ଷ ଟଙ୍କା
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସାଧାରଣ ପ୍ୟାରେଡ଼ ପଡ଼ିଆ ଠାରେ ମଙ୍ଗଳବାର ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ...
କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ….
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୧୮ ତମ ବାର୍ଷିକ ଉତ୍ସବ ଶୁକ୍ରବାର...
ବ୍ଲକ ଆଦିବାସୀ ଭବନ ନିର୍ମାଣ ର ଭିତ୍ତିପ୍ରସ୍ତ ସ୍ଥାପନ ସମାରୋହ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ରୁଗୁଡିପଡା ଠାରେ ବ୍ଲକ ଆଦିବାସୀ ଭବନ ନିର୍ମାଣ ର ଭିତ୍ତିପ୍ରସ୍ତ ସ୍ଥାପନ ସମାରୋହ...
ରିଷିଡା କପ ଫୁଟବଲ ଟୁର୍ଣ୍ଣାମ୍ୟାଚ ଉଦଯାପିତତୁଷୁରା ଦଳ ଚମ୍ପିୟାନ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ...
ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସି ମାଧ୍ୟମରେ ସାନ୍ଦୁଲ୍ ଜଳ ସେଚନ ପ୍ରକଳ୍ପ ର ଉଦ୍ଘାଟନ ଏବଂ ପାଇପ ଯୋଗେ ଭୂତଳ ଜଳସେଚନର ଭିତ୍ତିପ୍ରସ୍ତର ସ୍ଥାପନ
ଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାର ହୋଇଛି ବୈପ୍ଳବୀକ ପରିବର୍ତ୍ତନ।ଚାଷ ଓ ଚାଷୀକୁ ନେଇ ପରିଚତି କଳାହାଣ୍ଡି ଜିଲ୍ଲା। ଚାଷ ହିଁ...
କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠନିକବୈଠକ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ଠାରେ କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠନିକ ବୈଠକ...
