ସୁଶୀଲ କୁମାର ବାଗ
ସ୍ଥାନୀୟ ପ୍ରତିନିଧି (ଲାଞ୍ଜିଗଡ) କଳାହାଣ୍ଡି
ମୃତ୍ୟୁ ଏମିତି ବି ଆସେ : ଠିଆ ହେଇଥିଲେ, ଟଳିପଡ଼ିଲେ, ଜୀବନ ଗଲା
କଳାହାଣ୍ଡି,୦୯/୦୧-ଦାଣ୍ଡ ଦୁଆରେ ଠିଆ ହେଇଥିଲେ, ହଠାତ୍ ଟଳିପଡ଼ିଲେ। ପାଖପଡ଼ିଶା ଲୋକେ ଦଉଡ଼ି ଆସି ହସ୍ପିଟାଲ ନେଲେ ! ତେବେ ହସ୍ପିଟାଲରେ...
ବିଜେଡି ଛାଡିଲେ ବଳଭଦ୍ର ମାଝୀ, ରାଜନୈତିକ ମାହୋଲ ସରଗରମ
କଳାହାଣ୍ଡି,୦୯/୦୧-ଦଳରେ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା...
ବାଇକ ଦୁର୍ଘଟଣାରେ ଶ୍ବଶୁର ମୃତ, ଜ୍ବାଇଁ ଗୁରୁତର
କଳାହାଣ୍ଡି,୦୮/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଆଶ୍ରମପଡା ନିକଟରେ ବାଇକ୍ ଦୁର୍ଘଟଣାରେ ମସ୍କାପଦର ଗାଁର ଦଇତୁ ହରିଜନ ନାମକ ଜଣେ...
କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ଶବ
କଳାହାଣ୍ଡି,୦୮/୦୧-ଦାଦନ ରୋକିବାକୁ ମନରେଗା ଯୋଜନାରେ ଶହଶହ କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଆଜି ବି ଦାଦନ ସଂଖ୍ୟା...
ଡମ୍ ବାଜାର ତାଳେତାଳେ ଦୁଲୁକିଲା ମଞ୍ଚ : ଗୋବର୍ଦ୍ଧନପୁରଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ
କଳାହାଣ୍ଡି,୦୮/୦୧-କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପଟାନ୍ତର ନାହିଁ । ଏଠାରେ ମାଟି, ପାଣି, ପବନ କଥା କହେ,...
ଗୋଲାମୁଣ୍ଡାଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର
କଳାହାଣ୍ଡି,୦୮/୦୧-ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ...
୧୨ରୁ ୧୮ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ : ଲୋକେ ଅତିଷ୍ଠ
କଳାହାଣ୍ଡି,୦୭/୦୧-ଟାଟା ପାୱାରକୁ ବିଦ୍ୟୁତ୍ ବିତରଣ ଓ ପରିଚାଳନା ହସ୍ତାନ୍ତର କରିବା ଦିନଠାରୁ ସ୍ଥିତିରେ ସୁଧାର ଆସିବା ତ ଦୂରର କଥା,...
ସଂସ୍କାରଭାରତୀ ପକ୍ଷରୁ ନର୍ଲାରେ ବିଶାଳ ରଙ୍ଗୋଲି ପ୍ରଦର୍ଶନୀ
କଳାହାଣ୍ଡି,୦୬/୦୧-ସଂସ୍କାର ଭାରତୀର ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରଥମ ସଂଗଠନ ସମ୍ପାଦକ ବାବା ଯୋଗେନ୍ଦ୍ର ଜୀଙ୍କ ଶତବାର୍ଷିକୀ ଉପଲକ୍ଷେ ନର୍ଲା ପେସିଫିକ୍...
ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ : ପ୍ରମୋଦ କୁମାର ମହାନ୍ତି ସଭାପତି, ଏମ. ସୁନ୍ଦର ଶେଖର ସାଧାରଣ ସଂପାଦକ
କଳାହାଣ୍ଡି,୦୬/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଂଗଠନିକ ସମ୍ମିଳନୀ ଓ ସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।...
ବିଶାଖାପାଟଣା ନାବାଳିକା ଗଣବଳାତ୍କାର ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି : ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ
କଳାହାଣ୍ଡି,୦୬/୦୧-ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନାଂଚଳର ଜଣେ ନାବାଳିକାଙ୍କ ପ୍ରତି ଘଟିଯାଇଥିବା ପାଶବିକ ଓ ବର୍ବରୋଚିତ କାଣ୍ଡ...
ଧର୍ମପରାୟଣ ବ୍ୟକ୍ତିଙ୍କ ଦୁଃଖଦ ପରଲୋକ, ଅଞ୍ଚଳରେ ଶୋକର ଛାୟା
କଳାହାଣ୍ଡି,୦୩/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା ଗାଁର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭୁବନେଶ୍ବର ଭୋଇ(୬୬)ଙ୍କ ଦୁଃଖଦ ପରଲୋକ ଘଟିଛି।...
କଳାହାଣ୍ଡି ଉତ୍ସବ ମଶାଲ ଉପକମିଟି ଓ ସାଂସ୍କୃତିକ ଉପ କମିଟିର ସମ୍ମନ୍ବୟ ବୈଠକ ଅନୁଷ୍ଠିତ
କଳାହାଣ୍ଡି,୦୩/୦୧-ଆସନ୍ତା ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ...
