ସୁଶୀଲ କୁମାର ବାଗ
ସ୍ଥାନୀୟ ପ୍ରତିନିଧି (ଲାଞ୍ଜିଗଡ) କଳାହାଣ୍ଡି
ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ତଦାରଖ କଲେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ଟିମ୍
କଳାହାଣ୍ଡି: ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନୟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ...
ଆଜି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ ମୁକ୍ତ ଦିବସ: କମୁନି ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାର
କଳାହାଣ୍ଡି,୦୩/୦୭-ଆଜି ହେଉଛି ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ! ପ୍ଲାଷ୍ଟିକ୍ ଭଳି କ୍ଷତିକାରକ ଓ ମାଟିରେ ମିଶୁନଥିବା ବସ୍ତୁଠାରୁ...
କଳାହାଣ୍ଡି ଜିଲ୍ଲା ପାଇଁ ୮ ସାଧାରଣ ସଂପାଦକ, ୧୨ ସଂପାଦକଙ୍କ ନାମ ଘୋଷଣା କଲା ବିଜେଡି
କଳାହାଣ୍ଡି-ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହାକୁ ଦ୍ରୁଷ୍ଟିରେ ରଖି ଶାସକ ବିଜୁ ଜନତାଦଳ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ...
ବିଶିଷ୍ଟ କବି ଓ ପ୍ରଶାସକ ନିହାରରଞ୍ଜନ ଦାଶଙ୍କ ଅଷ୍ଟମ କବିତା ସଂକଳନ ‘ପଣତ ଆଢ଼ୁଆଳେ ସର୍ଜନାର ଇନ୍ଦ୍ରଧନୁ’ ଲୋକାର୍ପିତ
କଳାହାଣ୍ଡି,୦୩/୦୭-ବିଶିଷ୍ଟ କବି ଓ ପ୍ରଶାସକ ନିହାର ରଞ୍ଜନ ଦାଶଙ୍କ ଅଷ୍ଟମ କବିତା ସଂକଳନ ପଣତ ଆଢ଼ୁଆଳେ ସର୍ଜନାର ଇନ୍ଦ୍ରଧନୁର ଲୋକାର୍ପଣ...
ଯୁଗସାଇପାଟଣା ଉଚ୍ଚବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳିତ
କଳାହାଣ୍ଡି,୦୩/୦୭-ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଆଜି ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷିଣ ବନଖଣ୍ଡ...
ସିମିଳିଭଟା ତାଣ୍ଡିପଦରରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ, ୩ ପରିବାର ସର୍ବସ୍ବାନ୍ତ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ସିମିଳିଭଟା ତାଣ୍ଡି ପଦରରେ ଗୁରୁବାର...
ଆସନ୍ତା ନଭେମ୍ବରରେ ଚନ୍ଦ୍ରମଣି ନାଟ୍ୟସଂସଦର ଶତବାର୍ଷିକୀ ଉତ୍ସବ; ଶେଷ ହେଲା ପ୍ରସ୍ତୁତି ବୈଠକ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ଓ ପୁରାତନ ମ. ରାମପୁରସ୍ଥିତ ଚନ୍ଦ୍ରମଣି ନାଟ୍ୟ ସଂସଦ ଆସନ୍ତା ନଭେମ୍ବରରେ ପାଳନ କରିବ...
ଆରପାରିରେ କଳାହାଣ୍ଡିର କିଶୋର କୁମାର ସୁନାମ ସୁନା
କଳାହାଣ୍ଡି,: କଳାହାଣ୍ଡି ସଙ୍ଗୀତ ଜଗତରେ କଳାହାଣ୍ଡିଆ କିଶୋର କୁମାର ଭାବେ ପରିଚିତ ସୁନାମ ସୁନାଙ୍କ ଚିକିତ୍ସାଧୀନ ଭାବେ ପରଲୋକ ଘଟିଛି...
ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ନୂତନ ବିଇଓ
କଳାହାଣ୍ଡି,୨୮/୦୬- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ବା ବିଇଓ ଭାବେ ଯୋଗ ଦେଇଛନ୍ତି ନମିତାରାଣୀ ଭୋଇ...
ଶାନ୍ତପୁର ସରପଞ୍ଚଙ୍କ ଦୁଃଖଦ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା
କଳାହାଣ୍ଡି,୨୪/୦୬-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁର ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଋତିକା କୁମାର(୨୩)ଙ୍କ ଦୁଃଖଦ ମୃତ୍ୟୁ ଘଟିଛି ! ସେ...
ବଞ୍ଜାରିଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଇରେ ପଡ଼ିଲା ଟ୍ୟାଙ୍କର
କଳାହାଣ୍ଡି,୨୪/୦୬-ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟିରେ ଅଚଳ ହୋଇ ରହିଥିବା ଏକ ପଛୁଆ ଗଡ଼ିଯିବା...
ଟ୍ରଲର ଚାପାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅଙ୍କ ମ୍ରୁତ୍ୟୁ: ଅଞ୍ଚଳରେ ଶୋକର ଛାୟା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଖଇରମାଲ ନିକଟରେ ସାମ୍ନା ପଟୁ...
