Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ମଣିପୁରରେ ହିଂସା ପରେ ବନ୍ୟାର ତାଣ୍ଡବ, ଏ ପର୍ଯ୍ୟନ୍ତ ପଳାୟନ କଲେଣି ୨୦ ହଜାର ଲୋକ

ଇମ୍ଫାଲ: ମଣିପୁର ହିଂସାକୁ ବର୍ଷଟିଏ ବି ବିତିନି । ଲୋକଙ୍କ ମନରୁ ସେହି ହୃଦୟ ବିଦାରକ ଦୃଶ୍ୟ ଏବଂ କଷ୍ଟର...

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କାଲ ବିଜେଡି, ମୁହଁତୋଡ ଜବାବ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲାଯିବା ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ବିଜେଡି ନୂତନ ସରକାରକୁ ଟାର୍ଗେଟ୍ କରିଥିବା ବେଳେ...

ବିଦ୍ୟାଳୟରେ ବଢିବ ଉପସ୍ଥାନ, ଏଣିକି ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ରାଜ୍ୟ ସରକାରଙ୍କ ନିଆରା ବ୍ୟବସ୍ଥା। ପିଲାଙ୍କର ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲମ୍ବା ଚଉଡା ପତ୍ର ଧରାଇ ଦେଲେ ନାଇଡୁ, ଅନେକ ମନ୍ତ୍ରୀ ଉପରେ ପକାଇଲେ ଚାପ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସଂପ୍ରତି ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ...

ଅମରନାଥ ଯାତ୍ରା ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ !

ଭୁୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ସେଠାକାର ଜନତା ବିଧାନସଭା ନିର୍ବାଚନକୁ ଅପେକ୍ଷା କରି ରହିଛନ୍ତି । କେବେ...

ରତ୍ନଭଣ୍ଡାରର ଗହଣାକୁ କାଢି ସୁରକ୍ଷାରେ ରଖିବା ଆମର ସବୁଠୁ ବଡ କାମ: ଜଷ୍ଟିସ ବିଶ୍ୱନାଥ ରଥ

ଭୁୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ୧୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । କମିଟିର ଅଧ୍ୟକ୍ଷ...

ଓଡିଆ ଭାଷାରେ ହେବ ଡାକ୍ତରୀ ପାଠପଢା, ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ

ଭୁବନେଶ୍ୱର: ନିର୍ବାଚନ ସମୟରେ ଓଡିଆ ଅସ୍ମିତାର ନାରା ଦେଇ ଏବଂ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାରି...

୬ରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର କେବେ ଖୋଲିବ ନିଷ୍ପତ୍ତି ନେବ କମିଟି

ଭୁବନେଶ୍ଵର: ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। କେବେ ଖୋଲିବ ରତ୍ନ ଭଣ୍ଡାର ଏ ନେଇ...

ରଥଯାତ୍ରା ପାଇଁ ଡିଜିଙ୍କ ବୈଠକ, ପୁରୀରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଉ ମାତ୍ର ୩ ଦିନ ବାକି ରହିଛି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି...

କେବେ ଖୋଲିବ ରତ୍ନଭଣ୍ଡାର, ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଲେ ଜଷ୍ଟିସ ପଶାୟତ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ଭିନ୍ନ ଭିନ୍ନ ସମୟରେ ଭିନ୍ନ ମତ ପ୍ରକାଶ ପାଉଛି । କେତେ ବେଳେ ଖବର...

ଥମିବାର ନାଁ ଧରୁନି ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ଅଶୋକ ଓ ଅନନ୍ତଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ଥମିବାର ନାଁ ଧରୁନି ଭୁବନେଶ୍ୱର ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ । ଆଜି ସିଧା ସିଧା ଦୁଇ ବରିଷ୍ଠ ନେତାଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଓଡିଆରେ ହେବ ସରକାରୀ କାମ

ଭୁବନେଶ୍ୱର: ଓଡିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାରି କରିଥିବା ବିଜେପି ସରକାର ଆଜି ଏହି ଦିଗରେ...