ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ହ୍ୟାଟ୍ରିକ ପଦରୁ ବଞ୍ଚିତ ହେଲେ ମନୁ ଭାକର, ଚତୁର୍ଥ ସ୍ଥାନରେ ରହି ଶେଷ କଲେ ପ୍ୟାରିସ ଅଭିଯାନ
ପ୍ୟାରିସ: ମହା ହ୍ୟାଟ୍ରିକରୁ ବ ଞ୍ଚିତ ହେଲେ ସୁଟର ମନୁ ଭାକର । ୨୫ ମିଟର ଏୟାର ପିସ୍ତଲରେ ଆଜି...
ବନ୍ଧା ହେଲେ କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ, ଠାବ ହୋଇଛି ୮୫ ପ୍ଲଟ
ବାଲେଶ୍ୱର: ବନ୍ଧା ହେଲେ ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖିବନି ମୁମ୍ବାଇ ଇଣ୍ଡିଆନ୍ସ ? ରୋହିତ-ସୂର୍ଯ ସମେତ ଏହି ୪ ଖେଳାଳିଙ୍କୁ କରିବ ରିଟେନ
ମୁୁମ୍ବାଇ: କିଛି ଦିନ ପୂର୍ବେ ବିସିିସିଆଇ ଅଫିସରେ ଆଇପିଏଲର ଅଧିକାରୀ ଓ ଟିମ୍ ମାଲିକଙ୍କ ମଧ୍ୟରେ ବୈଠକ ହୋଇଥିଲା ।...
ୱାଏନାଡରେ ୩୦୦ରୁ ଅଧିକ ମୃତ, ୨୦୦ ଏବେ ବି ନିଖୋଜ, ସର୍ଚ୍ଚ ଅପରେସନରେ ରାଡାର ଡ୍ରୋନ
ୱାଏନାଡ: ୱାଏନାଡର ଛାତିଥରା ଭୂସ୍ଖଳନ ପରେ ପଞ୍ଚମ ଦିନରେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏ ପର୍ଯ୍ୟନ୍ତ ୩୦୦ରୁ...
ୱାଇବି ଖୁରାନିଆ ହେବେ ରାଜ୍ୟର ନୂଆ ପୁଲିସ ଡିଜି ! କେନ୍ଦ୍ର କ୍ୟାବିନେଟ୍ କମିଟିରେ ବାଜିଲା ମୋହର
ଭୁବନେଶ୍ୱର: ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ କିଏ ହେବେ ତାକୁ ନେଇ ଲାଗି ରହିତିବା କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଛେଦ ପଡିଛ...
ମହା ହ୍ୟାଟ୍ରିକର ନିକଟତର ମନୁ ଭାକର, ଏହି ବର୍ଗରେ ଜିତାଇବେ ସ୍ୱର୍ଣ୍ଣ !
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ମନୁ ଭାକର ଏକ ତାରକା ଆଥଲେଟ୍ ଭାବେ ଆବିର୍ଭାବ ହୋଇଛନ୍ତି । ସେ ଗୋଟିଏ ପରେ...
ଏଣିକି ସ୍କୁଲକୁ ଗାଡି ନେଇ ଆସି ପାରିବେନି ଛାତ୍ର-ଛାତ୍ରୀ, ସ୍କୁଲଗୁଡିକୁ ତାଗିଦ୍ କରାଯିବ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଛାତ୍ର-ଛାତ୍ରୀମାନେ ସ୍କୁଲକୁ ବାଇକ ସ୍କୁଟି ଧରି ଆସୁଥିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଏହା...
ବ୍ରହ୍ମପୁର ନିଷ୍ଟ ଇଞ୍ଜିନିଅରିଂ କଲେଜର ପ୍ରତିଷ୍ଠାତା ସଂଗ୍ରାମ ମୁଦାଲିଙ୍କ ପରଲୋକ
ଭୁବନେଶ୍ୱର: ବ୍ରହ୍ମପୁର ନିଷ୍ଟ ଇଞ୍ଜିନିଅରିଂ କଲେଜର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ବିଜ୍ଞାନ ଓ ଅଦୌଗିକି ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ସଂଗ୍ରାମ...
ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ: ଅରବିନ୍ଦ ଢାଲି
ଭୁବନେଶ୍ୱର: ମମତା ମହାନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ସହ ବିଜେଡି ଛାଡିବା ନେଇ ରାଜନୀତି ଥମିବାର ନାଁ ଧରୁନି...
ଗାଡ଼ିରୁ ମୋଟା ଅଙ୍କର ଟଙ୍କା ଜବତ ଘଟଣା, ବନ୍ଧା ହେଲେ ବିଡିଓ ମ୍ୟାଡମ
ଭୁବନେଶ୍ୱର: ଗାଡ଼ିରୁ ମୋଟା ଅଙ୍କର ଟଙ୍କା ଜବତ ଘଟଣାରେ ବନ୍ଧା ହେଲେ ବିଡିଓ ମ୍ୟାଡାମ୍। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର...
ବିଜେପିରେ ମିଶିଲେ ମମତା ମହାନ୍ତ, ବୁଧବାର ଛାଡିଥିଲେ ବିଜେଡି ଓ ରାଜ୍ୟସଭା ସଦସ୍ୟତା
ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଏବଂ ବିଜେଡି ଛାଡ଼ିବାର ଦିନକ ପରେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ...
କ’ଣ ଓଡିଶାରେ ଆରମ୍ଭ ହୋଇଗଲା ଖେଳ ? ବିଜେପିର ନୂଆ ଗଡ ରାଜ୍ୟସଭାରେ ସେଟ୍ କରିବ ନମ୍ବର ଗେମ !
ଭୁବନେଶ୍ଵର: ନିକଟରେ ସଂପନ୍ନ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସିଟ୍ ସଂଖ୍ୟା ହ୍ରାସ ହୋଇଥିଲେ ହେଁ ଓଡିଶା ଭାବେ...
