Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ତିରୁପତିର ପ୍ରଥମ ଆରତୀକୁ ନେଇ ବିବାଦ: କର୍ଣ୍ଣାଟକ ସରକାରଙ୍କ ପ୍ରସ୍ତାବକୁ ବିରୋଧ କଲା TTD ବୋର୍ଡ

ତିରୁପତି: ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରଥମ ଆରତୀ କରିବାର ଅଧିକାରକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। କର୍ଣ୍ଣାଟକ...

ଭକ୍ତିରେ ଉଛୁଳିଲା ବଡ଼ଦାଣ୍ଡ, ପହଣ୍ଡିରେ ଝୁଲି ଝୁଲି ରଥକୁ ବିଜେ କଲେ କାଳିଆ ଠାକୁର

ପୁରୀ: ରଥଯାତ୍ରାର ପବିତ୍ର ଅବସରରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ଭକ୍ତଙ୍କ ଅପାର ସମାଗମରେ ଜନସମୁଦ୍ରରେ ପରିଣତ ହୋଇଛି। ବର୍ଷାକୁ ଖାତିର...

IAS ଅଫିସର ବୋଲି ବିବାହ କଲେ, ସୁହାଗରାତ ପୂର୍ବରୁ ୧ କୋଟିରୁ ଅଧିକ ଟଙ୍କାର ଗହଣା-ନଗଦ ନେଇ ଫେରାର

ବରେଲୀ: ଉତ୍ତରପ୍ରଦେଶର ବରେଲୀରେ ଏକ ଚାଞ୍ଚଲ୍ୟକର ବିବାହ ଠକେଇ ଘଟଣା ସାମ୍ନାକୁ ଆସିଛି। ନିଜକୁ IAS ଅଧିକାରୀ ବୋଲି ପରିଚୟ...

ଆମେରିକା-ଇରାନ ସଂଘର୍ଷ ତୀବ୍ର: ଇରାନୀ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ, କୁଏତ, ଜୋର୍ଡାନ ଓ ବାହାରିନରେ ପ୍ରତିଆକ୍ରମଣ ଦାବି

ତେହରାନ/ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହୋଇଛି। ଆମେରିକା ପକ୍ଷରୁ ଇରାନର ଏକ ତୈଳ ଟ୍ୟାଙ୍କର...

ରୁଷିଆରୁ ତୈଳ କିଣିଲେ ଭାରତ ଉପରେ ୧୦୦% ଶୁଳ୍କ! ଆମେରିକୀୟ ସିନେଟରଙ୍କ ନୂଆ ବିଲ୍‌କୁ ନେଇ ବଢ଼ିଲା ଚର୍ଚ୍ଚା

ୱାଶିଂଟନ: ରୁଷିଆରୁ ଅଶୋଧିତ ତୈଳ କ୍ରୟ ଜାରି ରଖିଥିବା ଦେଶମାନଙ୍କ ଉପରେ କଡ଼ା ଆର୍ଥିକ ପଦକ୍ଷେପ ନେବା ପାଇଁ ଆମେରିକାର...

ନକଲି IB ଓ RAW ଏଜେଣ୍ଟ ସାଜି ଏସ୍‌ପିଙ୍କୁ ଭେଟିଲେ, ଶେଷରେ ଧରାପଡ଼ିଲେ ଦୁଇ ଅବସରପ୍ରାପ୍ତ ସେନା କର୍ମଚାରୀ

ବ୍ରହ୍ମପୁର: ସମ୍ପତ୍ତି ବିବାଦର ସମାଧାନ ପାଇଁ ନିଜକୁ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ଓ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (RAW)ର...

ଇସ୍ରୋରୁ ବୈଜ୍ଞାନିକଙ୍କ ଇସ୍ତଫା ବଢ଼ିବା ପରେ କଡ଼ା ପଦକ୍ଷେପ; ଗଗନଯାନ ସମେତ ଗୁରୁତ୍ୱପୂର୍ଣ୍ଣ ମିଶନ୍‌ରେ ଥିବା ବୈଜ୍ଞାନିକଙ୍କ ପ୍ରସ୍ଥାନ ଉପରେ କଟକଣା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରୁ ଅଭିଜ୍ଞ ବୈଜ୍ଞାନିକଙ୍କ ଇସ୍ତଫା ବଢ଼ୁଥିବା ପରେ କେନ୍ଦ୍ରର ମହାକାଶ ବିଭାଗ (Department...

ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ସମୟ ରୈନା ଓ ରଣବୀର ଆଲାହବାଦିଆଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଷ୍ଟାଣ୍ଡ-ଅପ୍ କମେଡିଆନ୍ ସମୟ ରୈନା ଏବଂ ୟୁଟ୍ୟୁବର୍ ରଣବୀର ଆଲାହବାଦିଆଙ୍କ ବିରୋଧରେ ସୁପ୍ରିମକୋର୍ଟ କଡ଼ା ମନୋଭାବ ଦେଖାଇଛନ୍ତି। ଅଦାଲତଙ୍କ...

AI ହିଁ ଭବିଷ୍ୟତର ଏକମାତ୍ର ପ୍ରଯୁକ୍ତି; ଅନ୍ୟ ସବୁକୁ ବଦଳାଇଦେବ AI: ଶ୍ରୀଧର ୱେମ୍ବୁ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା (AI) ଆଗାମୀ ଦିନରେ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିରେ ପରିଣତ ହେବ ବୋଲି ମତ ରଖିଛନ୍ତି Zohoର...

‘ଇଭିଲ୍ ଆଇ’ ବ୍ରେସଲେଟ୍ ନା କଳା ସୂତା? କେଉଁଟି ଅଧିକ ପ୍ରଭାବଶାଳୀ, କଣ କହେ ବିଶ୍ୱାସ ଓ ବିଜ୍ଞାନ

ଖରାପ ନଜର କିମ୍ବା ନେଗେଟିଭ୍ ଏନର୍ଜିରୁ ସୁରକ୍ଷା ପାଇବା ପାଇଁ ଅନେକ ଲୋକ ହାତ କିମ୍ବା ଗୋଡ଼ରେ କଳା ସୂତା...

ପୋଲ ନଥିବାରୁ ହଣ୍ଡାରେ ଶିଶୁକୁ ବସାଇ ନଦୀ ପାର; କନ୍ଧମାଳରୁ ଆସିଲା ହୃଦୟବିଦାରକ ଦୃଶ୍ୟ

କନ୍ଧମାଳ ଜିଲ୍ଲାରୁ ପୁଣି ଥରେ ସାମ୍ନାକୁ ଆସିଛି ମୌଳିକ ସୁବିଧାର ଅଭାବର ଏକ ହୃଦୟବିଦାରକ ଚିତ୍ର। ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା...

ଶିମିଳିପାଳରେ ବଢ଼ୁଛି ମହାବଳଙ୍କ ଦବଦବା; ୩୫ ବାଘଙ୍କ ଉପସ୍ଥିତି, ଆହୁରି ବଢ଼ିପାରେ ସଂଖ୍ୟା

ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ମହାବଳ ବାଘଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଦ୍ୟ ସର୍ଭେ ଅନୁଯାୟୀ ବର୍ତ୍ତମାନ...