Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ରାଘବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଶେହନାଜ୍ ଗିଲ୍, କହିଲେ– ‘ସେ ମୋର ଖୁବ୍ ଭଲ ବନ୍ଧୁ’

ବଲିଉଡ୍ ଅଭିନେତ୍ରୀ ଶେହନାଜ୍ ଗିଲ୍ ଏବଂ ଅଭିନେତା-ଡ୍ୟାନ୍ସର ରାଘବ ଜୁୟାଲଙ୍କ ସମ୍ପର୍କକୁ ନେଇ ଗତ କିଛି ଦିନ ଧରି ସୋସିଆଲ...

ହୀରାକୁଦ ବନ୍ଧ ପରିଚାଳନାରେ ସଙ୍କଟ! ୬୪ ପଦ ବଦଳରେ କାର୍ଯ୍ୟରତ ମାତ୍ର ୧୧ କର୍ମଚାରୀ

ବିଶ୍ୱର ସର୍ବବୃହତ ମାଟିବନ୍ଧ ହୀରାକୁଦ ବନ୍ଧର ବନ୍ୟାଜଳ ନିୟନ୍ତ୍ରଣ ଓ ପରିଚାଳନାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। କର୍ମଚାରୀ...

ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଦର୍ଶନ ପାଇଁ ଅପେକ୍ଷାରେ ଲକ୍ଷ ଲକ୍ଷ ଭକ୍ତ

ପୁରୀର ବଡଦାଣ୍ଡ ଆଜି ଭକ୍ତି ଓ ଆଧ୍ୟାତ୍ମିକତାର ମହାସମୁଦ୍ରରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଗୁଣ୍ଡିଚା...

CMOରୁ ନିଖୋଜ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଏବଂ ଭୁବନେଶ୍ୱର ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ତଦନ୍ତ ରିପୋର୍ଟ ମାମଲା: ଦୁଇ ପୂର୍ବତନ ଅଧିକାରୀଙ୍କୁ ପୁଲିସର ସମନ

ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନଙ୍କ ରିପୋର୍ଟ ନିଖୋଜ ଘଟଣାରେ ତଦନ୍ତ ଜୋରଦାର ହୋଇଛି। ଏହି...

କୋର୍ଟ ଭିତରେ କଳାଯାଦୁ କରି ମାମଲା ଜିତିବା ଉଦ୍ୟମ! ୬୫ ବର୍ଷୀୟା ମହିଳା ଗିରଫ

କର୍ଣ୍ଣାଟକର ଚିକ୍କବଲ୍ଲାପୁରରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଚାଲିଥିବା ଏକ ସିଭିଲ୍ ମାମଲାର ରାୟକୁ ନିଜ ସପକ୍ଷରେ ଆଣିବା...

ତାଜମହଲରେ ବିଦେଶୀ ମହିଳାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ମହିଳା କନଷ୍ଟେବଳ, ଜିତିଲେ ସମସ୍ତଙ୍କ ହୃଦୟ

ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ବୁଲିବାକୁ ଆସିଥିବା ଆର୍ଜେଣ୍ଟିନାର ଜଣେ ବିଦେଶୀ ମହିଳା ସାଡ଼ି ପିନ୍ଧିଥିବା ବେଳେ ଅସୁବିଧାରେ ପଡ଼ିଯାଇଥିଲେ।...

ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ୯୬ କୋଟି, ପତ୍ନୀଙ୍କ ପାଖରେ ୧୦୨ କୋଟି! ପ୍ରଥମ ଥର ନିର୍ବାଚନ ମଇଦାନରେ PK

ବିହାରର ବାଙ୍କୀପୁର ଉପ-ନିର୍ବାଚନ ପାଇଁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର ନିଜ ନିର୍ବାଚନୀ...

₹୧,୧୦୦ ପେନସନ୍ ଉଠାଇବାକୁ ଯାଇ ମହିଳାଙ୍କ ଖାତାରେ ଦେଖାଇଲା ₹୭୪୦ କୋଟି! ବାଲାନ୍ସ ଦେଖି ବିଗିଡ଼ିଲା ସ୍ୱାସ୍ଥ୍ୟ

ବିହାରର ନବାଦା ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ₹୧,୧୦୦ ବିଧବା ପେନସନ୍...

୧୧ ଦିନ ପରେ ମିଳିଲା ନିଖୋଜ ଟ୍ରଲର ‘ଜୟ ମା’ କାଳୀ’; ସମୁଦ୍ରରୁ ୯ ମୃତଦେହ ଉଦ୍ଧାର

ଜୁଲାଇ ୨ ତାରିଖରୁ ନିଖୋଜ ଥିବା ମାଛଧରା ଟ୍ରଲର ଜୟ ମା’ କାଳୀର ସନ୍ଧାନ ମିଳିଛି। ପଶ୍ଚିମବଙ୍ଗର କାକଦ୍ୱୀପ ବକଖାଲିଠାରୁ...

ଢେଙ୍କାନାଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-କାର ମୁହାଁମୁହିଁ ଧକ୍କା, ୩ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ କପିଳାସ–ହରିପୁର ରାସ୍ତାରେ ରବିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କଟକରୁ...

ରାଉରକେଲାରେ ଜୁଆଆଡ଼ା ଉପରେ ପୁଲିସର ଚଢ଼ାଉ, ୯ ଜୁଆଡ଼ି ଗିରଫ

ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୁଲିସ ଏକ ଜୁଆଆଡ଼ା ଉପରେ ଚଢ଼ାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ...

କଟକରେ ଦୁସ୍ସାହସିକ ଲୁଟ: ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ନେଇ ଫେରାର ୬ ଦୁର୍ବୃତ୍ତ

କଟକ: କଟକରେ ରବିବାର ରାତିରେ ଘଟିଛି ଏକ ଚାଞ୍ଚଲ୍ୟକର ଲୁଟ ଘଟଣା। ମହିଳା ସୁନା ବ୍ୟବସାୟୀ ପିଙ୍କି ସାହାଙ୍କୁ ମାରଣାନ୍ତକ...