Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ସ୍ନାନ ପୂର୍ଣ୍ଣିମାରେ ରଥଖଳାରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଅପ୍ରତ୍ୟାଶିତ ଭିଡ଼ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ...

ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇପାରେ ନିଟ୍-ୟୁଜି ପୁନଃପରୀକ୍ଷା ଫଳ

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଜୁନ୍ ୨୧ରେ ଆୟୋଜିତ ନିଟ୍-ୟୁଜି ପୁନଃପରୀକ୍ଷାର ଫଳାଫଳ...

iPhone 18 Pro କିଣିବା ହୋଇପାରେ ଅଧିକ ମହଙ୍ଗା! ୧୦%ରୁ ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ

ଆପଲ୍‌ର ଆଗାମୀ iPhone 18 Pro ଓ iPhone 18 Pro Max କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ବଡ଼...

ଜୁଲାଇ ୧ରୁ ଗଠନ ହେବ ନୂଆ ସ୍କୁଲ ପରିଚାଳନା କମିଟି; ଓସେପା ଜାରି କଲା ନୂଆ ମାର୍ଗଦର୍ଶିକା

ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜୁଲାଇ ୧ରୁ ନୂଆ ବିଦ୍ୟାଳୟ ପରିଚାଳନା...

ନବ ଦାସ ହତ୍ୟା ମାମଲାରେ ନ୍ୟାୟ ମିଳିବ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି।...

ଗୌରବ ଖାନ୍ନା-ଆକାଂକ୍ଷା ଚମୋଲାଙ୍କ ବିଚ୍ଛେଦ ଖୁଲାସା ପରେ ସୋସିଆଲ ମିଡିଆରେ ଝଡ଼; ବାର୍ଷିକୀ ପାଳନକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଶଂସକ

ଟେଲିଭିଜନ ଅଭିନେତା ଗୌରବ ଖାନ୍ନା ଏବଂ ତାଙ୍କ ପତ୍ନୀ ଆକାଂକ୍ଷା ଚମୋଲାଙ୍କ ବିବାହିକ ସମ୍ପର୍କକୁ ନେଇ ବଡ଼ ଖୁଲାସା ସାମ୍ନାକୁ...

‘ୱେଲକମ୍ ଟୁ ଦ ଜଙ୍ଗଲ’ର ଧମାକେଦାର ଆରମ୍ଭ; ପ୍ରଥମ ଦିନରେ ୨୯ କୋଟି ଟଙ୍କାର ବିଶ୍ୱବ୍ୟାପୀ ଆୟ

ଅକ୍ଷୟ କୁମାରଙ୍କ ଅଭିନୀତ କମେଡି ଫିଲ୍ମ ‘ୱେଲକମ୍ ଟୁ ଦ ଜଙ୍ଗଲ’ ବକ୍ସ ଅଫିସରେ ଜୋରଦାର ଆରମ୍ଭ କରିଛି। ମୁକ୍ତିର...

ଗହଣା, ସୁନା ମୁଦ୍ରା ନା ଗୋଲ୍ଡ ETF? କେଉଁ ଉପାୟରେ ସୁନାରେ ବିନିଯୋଗ କରିବା ସବୁଠୁ ଲାଭଦାୟକ?

ଭାରତୀୟ ପରିବାରରେ ସୁନା କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ, ବରଂ ପରମ୍ପରା, ସୁରକ୍ଷା ଏବଂ ସମୃଦ୍ଧିର ପ୍ରତୀକ। ବିବାହ,...

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଅଭିଯୁକ୍ତଙ୍କ ପକ୍ଷ ନେବେନି ଅଯୋଧ୍ୟାର ଓକିଲ, ବାର୍ ଆସୋସିଏସନର ବଡ଼ ନିଷ୍ପତ୍ତି ସମ୍ଭାବନା

ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲାରେ ଗିରଫ ହୋଇଥିବା ଆଠ ଅଭିଯୁକ୍ତଙ୍କ ପକ୍ଷରେ ମାମଲା ଲଢ଼ିବାକୁ ଅଯୋଧ୍ୟାର...

ମୁହର୍ରମ ଶୋଭାଯାତ୍ରାରେ ୧୫ ହଜାର ଲୋକଙ୍କୁ ବିଷ ଦେଇ ହତ୍ୟା ଷଡ଼ଯନ୍ତ୍ର! ୫୦ କେଜି ବିଷ ଓ ୩୦ ହଜାର କ୍ୟାପସୁଲ୍ ଜବତ

ମୁମ୍ବାଇରେ ଏକ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ପୋଲିସ। ଡୋଙ୍ଗ୍ରି ଅଞ୍ଚଳରେ ଭଡ଼ାରେ ନିଆଯାଇଥିବା ଏକ କୋଠରୀରେ ଚଢ଼ାଉ କରି...

କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ୧୦ ଘଣ୍ଟା ଅଫଲାଇନ୍ ରହିଥିଲେ ଅଭିଯୁକ୍ତ ଚେତନ, ପୋଲିସ କହିଲା- ଏହି ଚାଲ୍ ହିଁ ହେଲା ସବୁଠୁ ବଡ଼ ପ୍ରମାଣ

ପୁଣେର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୋଲିସ ତଦନ୍ତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ...

ପଶ୍ଚିମ ଏସିଆରେ ଯୁଦ୍ଧ ବିରତି ପାଇଁ ଆମେରିକା-ଇରାନ ସହମତି, ଜୁନ୍ ୩୦ରେ ଦୋହାରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ପଶ୍ଚିମ ଏସିଆରେ ଦୀର୍ଘଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ଓ ଇରାନ ପରସ୍ପର ଉପରେ ଆକ୍ରମଣ ବନ୍ଦ କରିବାକୁ...