ଓଡ଼ିଶା ଡଟ୍ ନ୍ୟୁଜ୍
ପୁଣି ଥରେ ପାଣ୍ଡିଆନ ଦମ୍ପତିଙ୍କୁ ଶ୍ରିମୟୀଙ୍କ ତେରେଛାବାଣ; ସୁଜାତା କାର୍ତିକେୟନ ଖୁବ ଶୀଘ୍ର ଯିବେ ରାଜ୍ୟସଭା !
ଭୁବନେଶ୍ବର: ନୂଆପଡା ଉପ ନିର୍ବାଚନ ଚାଲିଥିଲା ବେଳେ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ପୁଣି ଥରେ ଚର୍ଚ୍ଚା...
ତେଲେଙ୍ଗାନା ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ; ବସ୍ କାଟିବାପାଇଁ ଆସିଲେ ସ୍ୱତନ୍ତ୍ର ଟିମ୍
ହାଇଦ୍ରାବାଦ,୦୩|୧୧: ତେଲେଙ୍ଗାନାରେ ହୋଇଛି ବଡ ଦୁର୍ଘଟଣା। ଆଜି ସକାଳେ ହାଇଦ୍ରାବାଦ-ବିଜାପୁର ରାଜପଥରେ ଏକ ଯାତ୍ରୀବାହୀ ବସ୍ ଏକ ପଥର ବୋଝେଇ...
ଭୁବନେଶ୍ୱର ମହାନଗର ନିଗମର ବଢ଼ିବ ପରିସୀମା; ଅଧିନକୁ ଆସିବ ୧୪ ପଞ୍ଚାୟତ
ଭୁବନେଶ୍ୱର,୩|୧୧: ଭୁବନେଶ୍ୱର ମହାନଗର ନିଗମର ପରିସୀମାକୁ ବୃଦ୍ଧି କରାଯିବ| ଉପକଣ୍ଠ ଅଞ୍ଚଳର ୭୧ ଗ୍ରାମ ଏ ପ୍ରକ୍ରିୟାରେ ସାମିଲ ହେବେ|...
ବିଜେଡି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
ଭୁବନେଶ୍ୱର,୩|୧୧: ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।...
ରାତିରେ ଲାଇଟ୍ ଜାଳି ଶୋଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ! ଜୀବନ ପ୍ରତି ଆଣିପାରେ ବିପଦ
ନୂଆଦିଲ୍ଲୀ: ପ୍ରାୟ ଲୋକଙ୍କର ରାତିରେ ଲାଇଟ ଜାଳି ଶୋଇବାର ଅଭ୍ୟାସ ରହିଛି | କିନ୍ତୁ ଜାଣିଛନ୍ତି କି ଏହି ଅଭ୍ୟାସ...
୫୨ ବର୍ଷରେ ପ୍ରବେଶ କଲେ ‘ନୀଳନୟନା’ ଐଶ୍ୱର୍ଯ୍ୟା ରାୟ
ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ହସ ସାରା ବିଶ୍ୱକୁ ମୋହିତ କରିଥିଲା। ସେ ୧୯୯୪ ମସିହାରେ ମିସ୍ ୱାର୍ଲ୍ଡ ହୋଇ...
ସୁଭଦ୍ରାକୁ ନେଇ ଆସିଲା ବଡ ଖବର; ମାର୍ଚ୍ଚ ୮ରେ ମିଳିବ ଟଙ୍କା
ଭୁବନେଶ୍ବର: ଓଡ଼ିଆ ମହିଳାଙ୍କ ପାଇଁ ଆସିଲା ଖୁସି ଖବର | ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ ଘୋଷଣା କରିଛନ୍ତି...
ପଞ୍ଚୁକ ଆଜିଠୁ ଆରମ୍ଭ ମହାପଞ୍ଚୁକ
ଓଡିଆ କ୍ୟାଲେଣ୍ଡର ଅନୁସାରେ, କାର୍ତ୍ତିକ ମାସକୁ ଧର୍ମ ମାସ ଭାବରେ ବିବେଚନା କରାଯାଏ | ଏବଂ ପଞ୍ଚୁକ (କାର୍ତ୍ତିକ ପୂର୍ଣ୍ଣିମାର...
ଶ୍ରୀକାକୁଲମରେ ଘଟିଛି ଅଭାବନୀୟ ଘଟଣା, ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୯ ଜଣ ମୃତ
ଆନ୍ଧ୍ରପ୍ରଦେଶ,୧|୧୧ : ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଘଟିଛି ଏକ ଦୁଃଖଦ ଘଟଣା | ଶ୍ରୀକାକୁଲମରେ କାଶିବୁଗା ଭେଙ୍କଟେଶ୍ୱର ସ୍ୱାମୀ...
ପୁଟିନଙ୍କ ସର୍ତ୍ତରେ ରାଗିଗଲେ ଟ୍ରମ୍ପ; ବାତିଲ କଲେ ବୈଠକ
ଓ୍ବାଶିଂଟନ୍,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା ଏକ ବଡ ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି...
ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ଦୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ
ସୁବର୍ଣ୍ଣପୁର,୧|୧୧: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଫାଣ୍ଡି ଅଞ୍ଚଳରୁ ଆସିଲା ସାଂଘାତିକ ଅଭିଯୋଗ। ମୁହଁରେ ସ୍ପ୍ରେ ମାରି...
ବିଜେଡି ନେତା ବବି ଦାସଙ୍କ ନାମରେ ମାମଲା ରୁଜୁ, କୋମନା ଥାନାରେ ଲିଖିତ ଅଭିଯୋଗ
ଭୁବନେଶ୍ୱର,୧|୧୧: ବିଜେଡି ନେତା ବବି ଦାସଙ୍କ ନାମରେ ରୁଜୁ ହୋଇଛି ମାମଲା | କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି...
