Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍

ମହାରାଷ୍ଟ୍ରର ସତାରାରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା; ହାତରେ ଲେଖା ହୋଇଛି ସୁଇସାଇଡ୍ ନୋଟ

ମହାରାଷ୍ଟ୍ର: ମହାରାଷ୍ଟ୍ରର ସତାରାରେ ଜିଲ୍ଲା ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ହାତ ପାପୁଲିରେ...

ଓଲା-ଉବର ଘରୋଇ କମ୍ପାନୀର ବଢ଼ିଲା ଟେନସନ, ସରକାର ଲଞ୍ଚ କରିଛନ୍ତି ‘ଭାରତ ଟ୍ୟାକ୍ସି’

ନୂଆଦିଲ୍ଲୀ: ସରକାର ଦେଶବ୍ୟାପୀ ଲକ୍ଷ ଲକ୍ଷ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେମାନଙ୍କୁ ଆଉ ଓଲା, ଉବର...

ପରଲୋକରେ କବି ରାଜେନ୍ଦ୍ର କିଶୋର ପଣ୍ଡା

ଭୁବନେଶ୍ବର: ପ୍ରଖ୍ୟାତ ଓଡ଼ିଆ କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି। ଆଜି ପୂର୍ବାହ୍ନ ସାଢ଼େ...

ପ୍ରାୟ ଶହେ ରୋଗକୁ ଭଲ କରିବ ପିପ୍ପଳୀ; ଜାଣନ୍ତୁ ସେବନ କରିବାର ସଠିକ୍ ଉପାୟ

ପିପ୍ପଳୀର ଶରୀରକୁ ଫାଇଦା : ପିପ୍ପଳୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରେ ଏବଂ...

8th pay commissionକୁ ନେଇ ଆସିଲା ବଡ ଅପଡେଟ ; ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଉପକୃତ ହେବେ

(ନୂଆଦିଲ୍ଲୀ),୨୪।୧୦ : ଖୁବ ଶୀଘ୍ର କେନ୍ଦ୍ର ସରକାର, ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ନୂତନ ଘୋଷଣା କରିବାର ସମ୍ଭାବନା...

ରାଜ୍ୟରେ ହେବ ଆଳୁ ଚାଷ , ପଶ୍ଚିମବଙ୍ଗ ଉପରେ ନିର୍ଭର କରିବନି ଓଡ଼ିଶା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଭୁବନେଶ୍ୱର: ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଯୋଜନାରେ ଓଡ଼ିଶା ହେବ ‘ବିହନ ହବ’। ଏ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ...

ଓଡ଼ିଶାରେ ହେବ ‘ବିହନ ହବ୍’; ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା

ଭୁବନେଶ୍ୱର: ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନ। ଓଡ଼ିଶାରେ ହେବ ବିହନ ହବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି...

ଆଇନଜୀବୀ ପୀତବାସଙ୍କ ହତ୍ୟା ମାମଲା; ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ବିପଦ :ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ରହିଛି ବିପଦ । ଏପରି ଆଶଙ୍କା କରିଛନ୍ତି...

ବୟସ୍କ ବ୍ୟକ୍ତିଙ୍କ ପାଇଁ ମାରାତ୍ମକ ହୋଇପାରେ ଏହି ପାଞ୍ଚଟି ମଞ୍ଜି ଜାତୀୟ ଖାଦ୍ୟ, ଜାଣନ୍ତୁ…

ଭୁବନେଶ୍ବର: ମଞ୍ଜି ଜାତୀୟ ଖାଦ୍ୟରେ ପୋଷକ ତତ୍ତ୍ୱ ଭରପୂର ରହିଛି। ଏହି ଛୋଟ ମଞ୍ଜି ଗୁଡିକରେ ଭିଟାମିନ୍, ଖଣିଜ ପଦାର୍ଥ,...

କରଦାତାଙ୍କ ଟଙ୍କାରେ ୭ BMW 3 ସିରିଜ୍ କାର ଚାହୁଁ ଛିଭାରତର ଦୁର୍ନୀତି ନିରୀକ୍ଷକ ଲୋକପାଳ!

ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲ ଏବଂ ଆନ୍ନା ହଜାରେଙ୍କ ନେତୃତ୍ୱରେ ‘ଇଣ୍ଡିଆ ଏଗେନ୍ଷ୍ଟ କରପସନ୍’ ଆନ୍ଦୋଳନରୁ ଜନ୍ମ ନେଇଥିବା ଏହି ସଂଗଠନ...

ଗୁଗୁଲ କ୍ରୋମକୁ ଟକ୍କର ଦେବ ChatGPT Atlas ବ୍ରାଉଜର, ଜାଣନ୍ତୁ କିପରି ବ୍ୟବହାର କରିବେ

ନୂଆଦିଲ୍ଲୀ: OpenAI macOS ଦ୍ୱାରା ଏକ AI-ବ୍ରାଉଜର ଲଞ୍ଚ କରିଛି, ଯାହା ବ୍ୟବହାରକାରୀଙ୍କୁ ଅଧିକ ସ୍ମାର୍ଟ ତରିକାରେ କାର୍ଯ୍ୟଗୁଡ଼ିକୁ ସ୍ୱୟଂଚାଳିତ...

ଦିଲ୍ଲୀ ଏନକାଉଣ୍ଟରରେ ରଞ୍ଜନ ପାଠକ ସମେତ ଗ୍ୟାଙ୍ଗର ଅନ୍ୟ ୩ ସଦସ୍ୟ ନିହତ

ବିହାରର ମୁଖ୍ୟ ଅପରାଧୀ ରଞ୍ଜନ ପାଠକ ପୂର୍ବରୁ ଏକ ସଂଗଠିତ ଅପରାଧ ପରିଚାଳନା କରୁଥିଲା । ଗୁରୁବାର ଦିଲ୍ଲୀ ପୋଲିସ...