
ଗରୁଡ ଧ୍ୱଜ ଚୌଧୁରୀ
ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି

ଗଜପତି ମହୋତ୍ସବ -୨୦୨୩ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୧/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ-୨୦୨୩ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଗଜପତି...

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ର ବନାଞ୍ଚଳ ରେ ବାଘ
ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ...

ଗଜପତିଜିଲ୍ଲାରସଦରମହକୁମା ପାରଳାଖେମୁଣ୍ଡି ଠାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ ହୋଇଯାଇଛି. ମାଲକାନଗିରି ପରେ ଆଜି ଗଜପତି ଜିଲ୍ଲା ପାଇଁ ଲକ୍ଷ୍ମୀ ବସ ସେବା ଭିଡିଓ କନଫେରେନ୍ସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.ଏହି ଅବସରରେ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ଅନେକ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ବେଶ ପରିଚିତ ଓଡିଶା ସ୍ୱାସ୍ଥ୍ୟ, ଶିକ୍ଷା, ନାରୀ ସଶକ୍ତିକରଣ, କୃଷି, ଜଳ ସେଚନ, ଖାଦ୍ୟ ଆଦି ଅନେକ କ୍ଷେତ୍ରରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିସାରିଛି. ଏବେ ଏହା ସହିତ ଯୋଡି ହେଉଛି ନୂଆ ଏକ ଐତିହାସିକ ପଦକ୍ଷେପ. ଆମ ସରକାର ଆମ ଜୀବନ ସହ ଯୋଡୁଛନ୍ତି ଏକ ଉତ୍ତମ ସାଧକ ଯାହା ଆମ ଜୀବନର ଗତିପଥକୁ ବଦଳେଇ ଦେବ. ଆଉ ବଢ଼େଇବ ଜୀବନ ଧାରଣାର ମାନ. ଏହାଦ୍ୱାରା ସମୃଦ୍ଧିର ଶୀର୍ଷକ ଛୁଇଁବ ଆମ ଓଡିଶା. ତାହା ହେଉଛି ଲକ୍ଷ୍ମୀ ଯୋଜନା. ଲକ୍ଷ୍ମୀ ମାଧ୍ୟମରେ ରାଜ୍ୟର ଦୁର୍ଗମ ଅପହଞ୍ଚ ଅଞ୍ଚଳ ସହିତ ସମଗ୍ର ଓଡିଶାବାସୀ ପାଇବେ ଅନ୍ତର୍ଜାତିକ ବସ ସେବା. ଏହା କେବଳ ଲୋକଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ ତାହା ନୁହେଁ ଓଡିଶାବାସୀଙ୍କ ଜୀବନରେ ଭରି ଦେବ ସ୍ୱତନ୍ତ୍ରତା, ପ୍ରଗତି, ଆର୍ଥୀକ ଉନ୍ନତି ଓ ଭରିଦେବ ସମୃଦ୍ଧିର ଉତ୍ସ. ଓଡିଶାର ଗ୍ରାମାଞ୍ଚଳକୁ ଏବେ ସହରାଞ୍ଚଳ ସହ ଯୋଡିବ ଲକ୍ଷ୍ମୀ ଯୋଜନା. ସବୁଠୁ ବଡ଼ କଥା ସାଧାରଣ ଲୋକଙ୍କ କଥାକୁ ମନରେ ରଖି ଆମ ରାଜ୍ୟ ସରକାର ବସ ଭଡାକୁ ସୁଲଭ ମୂଲ୍ୟରେ ପରିଚାଳନା କରିଛନ୍ତି. ଲକ୍ଷ୍ମୀ ବସର ପରିଚାଳନାକୁ ଅଧିକ ଉନ୍ନତ ଓ ସର୍ବଶ୍ରେଷ୍ଠ କରିବା ପାଇଁ ଜିଲ୍ଲା ଗୁଡିକର ବରିଷ୍ଠ କର୍ମଚାରୀଗୁଡିକୁ ଭାରତର ଅନ୍ୟତମ ଟ୍ରାଫିକ ତାଲିମ ଅନୁଷ୍ଠାନରେ କରାଯାଇଛି ପ୍ରଶିକ୍ଷକ. ଏବେ ଗାଁର ଗମନାଗମନ ହେବ ଆହୁରି ସୁଗମ ହୋଇପାରିଛି. ଆଜିର ଏହି ଉଦଘାଟନୀ ଉତ୍ସବ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ମୀ ବସ ଯୋଜନା ଏକ ଦୁଗାନ୍ତକରି ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି. ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳା ବିଧାୟକ କେ. ନାରାୟଣ ରାଓ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଏସଡିସି ଅଧକ୍ଷା ମରିୟମ ରଇତ ପ୍ରମୁଖ ଯୋଗ ଦେଇଥିଲେ.
ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ ହୋଇଯାଇଛି. ମାଲକାନଗିରି ପରେ ଆଜି ଗଜପତି ଜିଲ୍ଲା...

ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବି କଲା ଏଚ୍ଏମ୍ଏସ୍
ପାରଳାଖେମୁଣ୍ଡି:୧୯/୧୦(ଗରୁଡ ଧ୍ଵଜ ଚୌଧୁରୀ) ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ) କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତୁ ପରେ...

ରାସ୍ତା ନିର୍ମାଣ ଦାବିରେ ମୋହନା ବ୍ଲକ ଘେରିଲେ ଚାରି ପଞ୍ଚାୟତ ବାସୀ
ମୋହନା, ୧୯/ ୧୦ ରାସ୍ତା ନିର୍ମାଣ ଦାବିରେ ଗଜପତି ଜିଲ୍ଲାର ମୋହନା ବ୍ଲକ କାର୍ଯ୍ୟାଳୟ ଘେରିଲେ ଚାରି ପଞ୍ଚାୟତ ବାସୀ...

ଗଜପତି ଜିଲ୍ଲା ମୋହନା ବ୍ଲକରେ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ
ପାରଳାଖେମୁଣ୍ଡି:୧୯/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର(ଓଏଏସ) ଦାୟିତ୍ଵ...

ଗଜପତି ଜିଲ୍ଲାର ଛେଳିଗଡ ଜଳ ପ୍ରକଳ୍ପକୁ ବିରୋଧ କରି ବିସ୍ଥାପିତଙ୍କ ମହାମେଳି
ପାରଳାଖେମୁଣ୍ଡି:୧୯/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଳକ ଅନ୍ତର୍ଗତ ଛେଳିଗଡରେ ହେବାକୁଥିବା ଜଳ ପ୍ରକଳ୍ପକୁ ବିରୋଧ କରି...

ପାରଳାଖେମୁଣ୍ଡି ଠାରେ ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି;୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ଶାଖା...

ଗଜପତି ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଆଜି ଶିଶୁ ମାନଙ୍କ...

ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ସଶକ୍ତି କରଣ ପାଇଁ ଅଦ୍ୱିକା କପ ୨୦୨୩ ଅନୁଷ୍ଠିତ ।
ପାରଳାଖେମୁଣ୍ଡି:୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସ୍ତରୀୟ କିଶୋରୀସଶକ୍ତି କରଣ ପାଇଁ ଅଦ୍ୱିକା କପ-୨୦୨୩ ଆଜି ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟ ଖେଳ...

ପାରଳାଖେମୁଣ୍ଡି ସ୍ଥିତ ପି ଏଚ ଡି କାର୍ଯ୍ୟାଳୟର ଗୋଦାମ ଘରୁ ୮ଫୁଟର ଅଜଗର ଉଦ୍ଦାର |ପାରଳାଖେମୁଣ୍ଡି:୧୮/୧୦(ଗରୁ ଡ଼ ଧ୍ଵଜ ଚୌଧୁରୀ)ଗଜପତିଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚ୍ ଡି କାର୍ଯ୍ୟଳୟର ଗୋଦାମ ଗୃହରୁ ୮ଫୁଟର ଅଜଗର ସାପ ଉଦ୍ଦାର ହୋଇଛି | ସାପଟି ଗୋଦାମ ଭିତରେ ଥିବା ଲୋକେ ଜାଣିପାରି ରାତ୍ର ପ୍ରକୃତି ବନ୍ଧୁ ନାଗେଶ୍ବର ମହାପାତ୍ରଙ୍କୁ ଜଣାଇଥିଲେ | ଅନେକ କସରତ ବିଳମ୍ବିତ ରାତ୍ର ଯାଏଁ କରିବା ପରେ ସାପଟିକୁ ନାଗେଶ୍ବର କାବୁ କରିପାରିଥିଲେ | ସେଠାରେ ଉପସ୍ଥିତ ସମସ୍ତଙ୍କୁ ସାପକୁ ଦେଖି ଭୟଭିତ ନହେବାକୁ କହିବା ସହ ସାପର କୌଣସି କ୍ଷତି ନକରିବାକୁ ନାଗେଶ୍ବର ସଚେତନ କରିଥିଲେ | ଉଦ୍ଦାର ସାପଟିକୁ ରାଣିପେଣ୍ଠ ନିକଟସ୍ଥ ଜଙ୍ଗଲରେ ନାଗେଶ୍ବର ମହାପାତ୍ର କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଛାଡି ଥିବା ସୂଚନା ମିଳିଛି |
ପାରଳାଖେମୁଣ୍ଡି:୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚ୍ ଡି କାର୍ଯ୍ୟଳୟର ଗୋଦାମ ଗୃହରୁ ୮ଫୁଟର ଅଜଗର...

ଉପଲଡ଼ା ଗ୍ରାମ ସ୍ଥିତ ସ୍ଥିତ ଟାଗୋର ମେମୋରିଆଲ ଉଚ୍ଚ ବିଦ୍ୟାଳୟ ଠାରେ ଗୋଷାଣି ବ୍ଲକ ସ୍ତରୀୟ ସୁରଭି – ୨୦୨୩ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୭/୧୦(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉପଲଡା ଗ୍ରାମ ସ୍ଥିତ ଟାଗୋର ମେମୋରିୟଲ ଉଚ୍ଚ...