ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
କୁଞ୍ଜl ପାଲି ଆଶ୍ରମ ସ୍କୁଲ ରେ ବନ ମହୋତ୍ସବ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଳl ପଂଚାୟତ କୁଞ୍ଜାପାଳି ଆଶ୍ରମ ବିଦ୍ୟାଳୟ ଠାରେ ବନ ମହୋତ୍ସବ...
ବୀରମହାରାଜପୁର ମୈତ୍ରୀ ସଦନ ଠାରେ ବିଜେପିର ବିଏଲ ଏ ପ୍ରଶିକ୍ଷଣ ଶିବିର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ଠାରେ ଆଜି ବିଜେପିର ବିଏଲଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ...
ଉଲୁଣ୍ଡା ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ...
ସୁବଳୟାରେ ରଥ ଯାତ୍ରା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ଜଗନ୍ନାଥ ମନ୍ଦିର ଠାରେ ଚଳିତ ବର୍ଷର ରଥଯାତ୍ରା ପାଇଁ ଶନିବାର ଚୂଡାନ୍ତ ପ୍ରସ୍ତୁତି...
ବୀରମହାରାଜପୁର ବାଳକ ହାଇସ୍କୁଲ ରେ ସ୍କୁଲ କ୍ୟାବିନେଟ ଗଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ସ୍କୁଲ୍ କ୍ୟାବିନେଟ୍ ଆଜି ଗଠନ କରାଯାଇଛି। ଶନିବାର ପ୍ରଧାନଶିକ୍ଷକ...
ଶଡକ ଦୁର୍ଘଟଣା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର
ଉଲୁଣ୍ଡା : ସମ୍ବଲପୁର- ସୋନପୁର ମୁଖ୍ୟ ରାସ୍ତା ରେ ଗୁରୁବାର ରାତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ଗାଁ...
ବୀରମହାରାଜପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ କେନ୍ଦୁପାଲି ରେ ଘରକୁ ପଶିଲା ବର୍ଷାପାଣି
ବୀରମହାରାଜପୁର : ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର NAC ର କେନ୍ଦୂପାଲି ଗାଁରେ ଘର ଭିତରକୁ ପଶିଲା...
ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ଖସଡା ଭୋଟର ତାଲିକା ପ୍ରକାଶ
ବୀରମହାରାଜପୁର : ଭାରତ ନିର୍ବାଚନ ଆୟୋଗଙ୍କ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ (SIR)-୨୦୨୬ କାର୍ଯ୍ୟକ୍ରମ ଅନୁଯାୟୀ ସୋନପୁର ଜିଲ୍ଲାର ଉଭୟ ବିଧାନସଭା...
ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହେଲେ ନିମ୍ନl ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମ୍ନା ପଞ୍ଚାୟତର ସରପଞ୍ଚଙ୍କୁ ବାନ୍ଧିଲା ଭିଜିଲାନ୍ସ । ମତ୍ସ୍ୟଚାଷ ପାଇଁ...
ମୁରଶୁଣ୍ଢୀ ଲକ୍ଷ୍ମୀ ମନ୍ଦିର ଗର୍ଭଗୃହ ପୂଜନ କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମୁର୍ଷୁଣ୍ଢୀ ଠାରେ ନିର୍ମାଣାଧୀନ ଗଜଲକ୍ଷ୍ମୀ ମନ୍ଦିରର ଗର୍ଭଗୃହ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ...
କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ କେଶଲଗା ଗ୍ରାମର ପ୍ରହଲ୍ଲାଦ ନାଏକଙ୍କ ମୃତ୍ୟୁ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଦିନକୁ ଦିନ କିଡ଼ନୀ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।...
ଡିଜେ ଧକ୍କାରେ ନଷ୍ଟ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର : ତିନିଦିନ ହେଲା ଅନ୍ଧାରରେ ରହୁଛନ୍ତି ଗ୍ରାମବାସୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହାଲପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି (ପର୍ଡିଆପାଲି) ଗ୍ରାମରେ ବୁଧବାର ରାତିରେ ଏକ...
