Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Gajapati Odisha

ଅବ୍ୟବସ୍ଥା ମଧ୍ଯରେ ଗଞ୍ଜାମ ଜିଲ୍ଲାର ସରକାରୀ ସ୍କୁଲ।

ପାରଳାଖେମୁଣ୍ଡି:୨/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟରେ ଗଞ୍ଜାମ ଜିଲ୍ଲା ସମସ୍ତ କ୍ଷେତ୍ରରେ ପଛରେ ପଡି ରହିଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି...

ଗୁମ୍ମା ବ୍ଲକରେ ଆବାସ ଯୋଜନାରେ ମହାଦୁର୍ନିତିର ଅଭିଯୋଗ ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ

ପାରଳାଖେମୁଣ୍ଡି:୨/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ସରକାର ନିରିହ ଗରିବ ମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଯୋଜନା କରି ଆବାସ ଯୋଜନା ମାଧ୍ୟମରେ ଘର...

ବିଜ୍ଞାପନ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଓଡ଼ିଶା କ୍ଷୁଦ୍ର ଓ ମାଧ୍ୟମ ସମ୍ୱାଦପତ୍ର ସଂଗଠନ

ବିଜ୍ଞାପନ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଓଡ଼ିଶା କ୍ଷୁଦ୍ର ଓ ମାଧ୍ୟମ ସମ୍ୱାଦପତ୍ର ସଂଗଠନ ପାରଳାଖେମୁଣ୍ଡି:୧/୧୨(ଗରୁଡ଼ ଧ୍ଵଜ...

ଗଜପତି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ।

ପାରଳାଖେମୁଣ୍ଡି:୨୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ...

ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇ ବର୍ଷ ପରେ ହେଲା ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୯/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜ଼ିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ସଦର ମହକୁମା ମୋହନା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ...

ଗଜପତି ଜିଲ୍ଲାର ଅଡବା ଥାନା ଅଂଚଳରେ ୯ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କଲା ଗଜପତି ପୋଲିସ୍।

ପାରଳାଖେମୁଣ୍ଡି:୨୮/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୀତେନ୍ଦ୍ର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ରେ ଅପରେସନ ଗ୍ରୀନ କ୍ଲିନ୍...

ମୋଦି ସରକାରଙ୍କ କୃଷକ ଓ ଶ୍ରମିକଙ୍କ ବିରୋଧୀ ନୀତି ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଗଜପତି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

ପାରଳାଖେମୁଣ୍ଡି୨୭/୧୧(ଗରୁଡ଼ ଧ୍ୱଜ ଚୌଧୁରୀ): ସଂଯୁକ୍ତ କିଷାନ ମୋର୍ଚ୍ଚା ଗଜପତି ଜିଲ୍ଲା ଶାଖା ତରଫରୁ ମୋଦି ସରକାରଙ୍କ କୃଷକ ଓ ଶ୍ରମିକ...

ଓଡ଼ିଶା ଓ ତେଲେଙ୍ଗନାର ରାଜଧାନୀ ଠାରୁ ଟପିଗଲା ରେଜିଷ୍ଟ୍ରେସନ ବିଭାଗର ବେଞ୍ଚମାର୍କ ମୂଲ୍ୟ: ପାରଳାଖେମୁଣ୍ଡିରେ ଏକର ପିଛା ୬୧ କୋଟି ଟଙ୍କା ନିର୍ଧାରଣ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ

ପାରଳାଖେମୁଣ୍ଡି:୨୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରେଜିଷ୍ଟେସନ ବିଭାଗର ଅଜବ ନୀତି ଯୋଗୁଁ ସର୍ବସାଧାରଣରେ ତୀବ୍ର...

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଗୋରୀବାନ୍ଧା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ପାରଳାଖେମୁଣ୍ଡି:୨୫/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରୀବାନ୍ଧା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ...

ଗୁଣୁପୁର ବ୍ଲକ ଅନ୍ତର୍ଗତ ଚୈତନ୍ୟପୁର ଜଳ ପ୍ରପାତ ପିକନିକ ସ୍ପଟର ବିକାଶ ନ ହେବା ନେଇ ପର୍ଯ୍ୟଟକଙ୍କ ଅସନ୍ତୋଷ

ପାରଳାଖେମୁଣ୍ଡି:୨୪/୧୧( ଗରୁଡ଼ ଧ୍ଵଜ ଚୌଧୁରୀ)ଶୀତ ଆସିଲେ ଚଳଚଞ୍ଚଳ ହୁଏ ଏହି ସ୍ଥାନ । କାହିଁ କେତେ ଦୂରରୁ ପିକନିକ କରିବା...

ପାରଳାଖେମୁଣ୍ଡି ସ୍ଥିତ ଆକାଂକ୍ଷା ମହିଳା ସଙ୍ଗଠନ ସଂପାଦିକା ମିନା କୁମାରୀ ଟହଲ ସାଇ ସମ୍ମାନ -୨୦୨୪ ରେ ସମ୍ମାନିତ

ପାରଳାଖେମୁଣ୍ଡି:୨୪/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ସାଇ ସାହିତ୍ୟ ସଂସ୍ଥାନ ବିଳାସ ପୁର ଡେଲାଙ୍ଗ, ପୁରୀ ଆନୁକୂଲ୍ୟରେ ବିଳାସ ପୁର ସ୍ଥିତ ସତ୍ୟସାଇ ପ୍ରାଙ୍ଗଣରେ...

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି:୨୩/୧୧ ସ୍ଥାନୀୟ ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ଼. ହରେକୃଷ୍ଣ...