Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Gajapati Odisha

ଗଜପତି ଜିଲ୍ଲା ପୋଲିସ, ଅବକାରୀ, ରାଜସ୍ବ ଓ ବନ ବିଭାଗର ମିଳିତ ଚଢଉ ମୋହନା ଅଞ୍ଚଳରେ ପ୍ରାୟ ଦୁଇ କୋଟି ଦଶ ଲକ୍ଷ ଟଙ୍କାର ଗଞ୍ଜାଇ ଗଛ ପୋଡି ନଷ୍ଟ କଲେ

ଗଜପତି ଜିଲ୍ଲା ପୋଲିସ, ଅବକାରୀ, ରାଜସ୍ବ ଓ ବନ ବିଭାଗର ମିଳିତ ଚଢଉ ମୋହନା ଅଞ୍ଚଳରେ ପ୍ରାୟ ଦୁଇ କୋଟି...

ଗଜପତି ଜିଲ୍ଲାରେ ପ୍ରଥମ….ପାରଳାଖେମୁଣ୍ଡି ସ୍ଥିତ ଜଳସମ୍ପଦ ବିଭାଗର ଅତିରିକ୍ତ ମୂଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ କାର୍ଯ୍ଯ ଓଡ଼ିଆରେ ଆରମ୍ଭ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବଂଶଧାରା...

ଖ୍ୟାତନାମାସାହିତ୍ୟିକ,ଲେଖକ,ଉପନ୍ୟାସିକ,ବରିଷ୍ଠ ସାମ୍ବାଦିକ ଶ୍ରୀ ମହାପାତ୍ର ଭାସ୍କର ଗନ୍ତାୟତ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ଧ୍ୱଜ ଚୌଧୁରୀ)ଖ୍ୟାତନାମା ସାହିତ୍ୟିକ, ଲେଖକ,ଉପନ୍ୟାସିକ,ବରିଷ୍ଠ ସାମ୍ବାଦିକ ଶ୍ରୀ ମହାପାତ୍ର ଭାସ୍କର ଗନ୍ତାୟତ (୭୩ ବର୍ଷ)ଙ୍କ ଆଜି ଭୋରରେ ଖଜୁରିଆ ସ୍ଥିତ...

କାଶୀନଗର ବ୍ଲକ ଅଲଡ଼ା ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ କିପରି ଚାଲିଛି ଅନୁଧ୍ୟାନ କଲେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଧୀନରେ ଥିବା ଅଲଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ କିପରି...

ମୋହନା ବ୍ଲକ ଅଡବା ଜଙ୍ଗଲରୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଗଛିତ ଥିବା ମୂଲ୍ୟବାନ କାଠଗଣ୍ଡି ଜବତ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ବନାଞ୍ଚଳରେ ଚୋରାକାଠ ବ୍ୟବସାୟୀମାନେ ରାଜ୍ୟ ବାହାରକୁ ଚାଲାଣ ପାଇଁ ଲୁକାୟିତ ଭାବେ ରଖା...

ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଠାରେ ବିଶ୍ବ ମତ୍ସ୍ୟ ଦିବସ ପାଳିତ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଠାରେ ମତ୍ସ୍ୟ...

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନସ୍ତା ପ୍ରସ୍ତାବ ଖାରଜ

ଗୁମ୍ମା:୨୧/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅଣା ଯାଇଥିବା ଅନାସ୍ଥା...

ପାରଳାଖେମୁଣ୍ଡି ଜିଲ୍ଲାପରିଷଦ ସମ୍ମୀଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଶ୍ରୀଯୁକ୍ତ ବିଜୟ କୁମାର...

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ୭୧ ତମ ସର୍ବ ଭାରତୀୟ ସମବାୟ ସପ୍ତାହ-୨୦୨୪ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜାରାଣୀ ଫଙ୍କସନ ହଲ ଠାରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ...

ସୁପ୍ରିମକୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ସ୍ଥାୟୀ ବଦଳରେ ଠିକା ନିଯୁକ୍ତି ବୃଦ୍ଧି ଯୋଗୁଁ ଏଚ୍‌‍ଏମ୍‌‍ଏସ୍‌‍ ଉପାଧ୍ୟକ୍ଷ ରବି ରଥଙ୍କ ଉଦବେଗ

ପାରଳାଖେମୁଣ୍ଡି:୧୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଦେଶର ବିଭିନ୍ନ ସଂସ୍ଥା ଠିକା ନିଯୁକ୍ତିକୁ ଆପଣାଇବାର ଅଲଗା କାରଣ ସବୁ ଥାଇପାରେ । ନିଯୁକ୍ତି ଓ...

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ

ପାରଳାଖେମୁଣ୍ଡି:୧୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ବିଶ୍ବ...

ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପଡ଼ିଆରେ ଅନୁଷ୍ଠିତ ମିରାକଲ ନାଇଟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଡ଼ିଆ ତାରକା ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ଫିଲ୍ମ ‘ପରବ’ର ଜୋରଦାର କଲେ ପ୍ରମୋସନ ।

ପାରଳାଖେମୁଣ୍ଡି:୧୯/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ...