Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

ଶିଉନି ଏମଏମସିସି କୁ ହରାଇ ସୁନାମାଲ ଏମଏମସିସି କ୍ରିକେଟ ଚାମ୍ପିୟନ

କୋକସରା: କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ...

ଦୁର୍ଘଟଣା ରେ ଚିକିତ୍ସିତ ହେଉଥିବା ଝିଅ କୁ ଦେଖି ଫେରୁଥିଲେ: ବାଟରେ ସଡକ ଦୁର୍ଘଟଣାରେ ବିଜେପି ର ବରିଷ୍ଠ ନେତା ଙ୍କ ମୃତ୍ୟୁ

କୋକସର: ସଡକ ଦୁର୍ଘଟଣାରେ ବିଜେପି କର୍ମକର୍ତ୍ତା ଙ୍କ ମୃତ୍ୟୁ।କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ହୃଷିକେଶ ପଣ୍ଡା(୬୭) ଙ୍କ...

ମାଓ ପ୍ରଭାବିତ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ଼ ବିଧାୟକ : ଲୋକଙ୍କ ସମସ୍ୟା ଶୁଣିଲେ, ସମାଧାନ ପାଇଁ ଦେଲେ ପ୍ରତିଶୃତି

କଳାହାଣ୍ଡି: ଆଜି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ତଥା ମାଓ ପ୍ରଭାବିତ ଭୁର୍ଟିଗଡ଼ ପଞ୍ଚାୟତର...

ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ପକ୍ଷରୁ ୮ ଦଫା ଦାବି ପୁରଣ ପାଇଁ ବିଇଓ ଙ୍କ ଜରିଆରେ ଦାବିପତ୍ର

କୋକସରା: ଏ ଆଇ ଟି ୟୁ ସି ସହ ଅନୁବନ୍ଧିତ ଥିବା ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଙ୍ଘ...

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତିଙ୍କ ଇନୋଭା ଦୁର୍ଘଟଣା ଗ୍ରସ୍ତ

କଳାହାଣ୍ଡି : ଅନୁଗୁଳଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ସମାବେଶରେ ଯୋଗଦେଇ ଫେରୁଥିବାବେଳେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ...

ପିକ ଅପ ଗାଡି ଉପରେ ଜିଏସଟି ଟିମର ଚଢ଼ାଉ; ୭୦ ହଜାର ଟଙ୍କା ଜୋରିମାନା ଆଦାୟ

କୋକସରା: କଳାହାଣ୍ଡି ସି ଟି ଓ ନିଳାଦ୍ରୀ ବିହାରୀ ଦାଢ଼ିଆ ଙ୍କ ନେତୃତ୍ୱରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ...

ଅନୁଗୁଳସ୍ଥିତ ଡ. ବି.ଆର୍ ଆମ୍ବେଦକର ଫାଉଣ୍ଡେସନ ଉଚ୍ଛେଦ ନୋଟିସକୁ ତୀବ୍ର ବିରୋଧ

କଳାହାଣ୍ଡି: ଅନୁଗୁଳ ସହରରେ ଭଗବାନ ବୁଦ୍ଧ ଓ ବାବାସାହେବ ଡ. ବି. ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଡ. ବି.ଆର୍...

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଟ୍ରେନ ଦୁର୍ଘଟଣା ରେ ମୃତକ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

କୋକସରା: କରମଣ୍ଡଳ ଟ୍ରେନ ଦୁର୍ଘଟଣା ରେ ମୃତକ ଯାତ୍ରୀ ଙ୍କ ଅମର ଆତ୍ମା ର ସଦଗତି କାମନା କରି ବୁଧବାର...

ନାବାଳକ ନିଖୋଜ ଥାନା ରେ ଅଭିଯୋଗ କଲେ ବାପା

କୋକସରା: କୋକସରା ଥାନା ଅନ୍ତର୍ଗତ ମଜୁରସାହି ଗ୍ରାମର ବନ ବିହାରୀ ନିଆଲ ଙ୍କ ୧୪ ବର୍ଷ ର ପୁଅ ଦିନେସ...

ଜଳକଷ୍ଟ ଦୁର କରିବାକୁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ହଂସପଡା ଗାଁର ମହିଳା ଓ ଗ୍ରାମବାସୀ

କୋକସରା: ଡ଼ହ ଡ଼ହ ଖରା,ସତେ ଯେମିତି ଅଗ୍ନିବର୍ଷା ହେଉଛି, ଦିନ ୧୦ ଟା ପରେ ଖରା ର ପାରଦ ୪୨...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ୨ ଯୁବକ ଗୁରୁତର।

କୋକସରା:ଜାତୀୟ ରାଜପଥ ୨୬ କୋକସରା ଧାନ ମଣ୍ଡି ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା...

ଧର୍ମଗଡ ବ୍ଲକ ବେହେରା ଠାରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

କୋକସରା: ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ୟରେ...