News from Kalahandi Odisha
News from Kalahandi Odisha
କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କୁ ଘୋଲ ଦହି ବଣ୍ଟନ କଲେ ରାଜ୍ୟ ଓମଫେଡ ଅଧ୍ୟକ୍ଷ ।
କଳାହାଣ୍ଡି:୧୫/୦୪ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ମଧ୍ୟ ଗ୍ରୀଷ୍ମପ୍ରବାହ ରେ ଛଟପଟ ହେଉଛନ୍ତି।...
ତିନି ଦିନ ବ୍ୟାପି ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ।
କଳାହାଣ୍ଡି:୧୫/୦୪ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନ , ଭବାନୀପାଟଣା ୱିସ୍ଡ଼ମ ପାର୍କ ପରିସରରେ ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଉଦଯାପିତ...
ନାରୀ ନିର୍ଯ୍ୟାତନା ପ୍ରତିବାଦ ରେ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରେଲି ଶୋଭାଯାତ୍ରା।
କଳାହାଣ୍ଡି ୧୫/୦୪:ରାଜ୍ୟ ରେ ନାରୀ ନିର୍ଯ୍ୟାତନା, ବଳାତ୍କାର,ହତ୍ୟା ଅପହରଣ ବୃଦ୍ଧି ପାଉଥିବା ଓ ଏହି ଦିଗ ପ୍ରତି ରାଜ୍ୟ ସରକାରଙ୍କ...
ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ କର୍ମଶାଳା ।
କଳାହାଣ୍ଡି:୧୪/୦୪ ସୋମବାର ଦିନ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନ , ଭବାନୀପାଟଣା ୱିସ୍ଡମ୍ ପାର୍କ ପରିସରରେ ଚଳଚ୍ଚିତ୍ର ମହୋତ୍ସବର...
ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ବାବା ସାହେବ ଆମ୍ବେଦକର : ମହାସମାରୋହରେ ପାଳିତ ହେଲା ୧୩୪ତମ ଜନ୍ମଜୟନ୍ତୀ : ନୀଳ ପତାକାରେ ଛାଇଗଲା ବିଶ୍ୱନାଥପୁର ସହର
କଳାହାଣ୍ଡି,୧୪/୦୪-ସାମାଜିକ ସମତା, ନ୍ୟାୟ, ତ୍ୟାଗ ଓ ବଳିଦାନର ଅନନ୍ୟ ଉଦାହରଣ ଥିଲେ ବାବାସାହେବ। କେବଳ ଭାରତୀୟ ସମ୍ବିଧାନର ଜନକ ଭାବେ...
ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
କଳାହାଣ୍ଡି:୧୩/୦୪ ସାମ୍ବାଦିକଙ୍କ ସ୍ବାର୍ଥ ପାଇଁ ଓଡ଼ିଶା ସାମ୍ୱାଦିକ ୟୁନିଅନ ସଂଗ୍ରାମ ଜାରି ରଖିବ -ପ୍ରସନ୍ନ ମହାନ୍ତି ସଭାପତି, ଓଡ଼ିଶା ସାମ୍ୱାଦିକ...
ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳନ।
କଳାହାଣ୍ଡି:୧୩/୦୪ ଆଜିର ଦିନ ୧୩ ତାରିଖ ଏପ୍ରିଲ ମାସ ୧୯୮୬ ମସିହାରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ...
ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ରେ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ ।
କଳାହାଣ୍ଡି:୧୩/୦୪ ରବିବାର ଦିବା ୧୦ ଘ ୩୦ମି ସମୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଥିବା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍...
ଡୋକାରିଚଞ୍ଚରା ରେ ଉଦଯାପିତ ହେଲା ଶ୍ରୀରାମ ନବମୀ ମହୋତ୍ସବ।
କଳାହାଣ୍ଡି:୧୨/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା...
ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ପ୍ରେସମିଟ ।
କଳାହାଣ୍ଡି:୧୨/୦୪ ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ କନଫରେନ୍ସ ହଲ୍ ଠାରେ ୧୧ ତମ ଆନ୍ତର୍ଜାତୀୟ ଶିଶୁ/ଯୁବ...
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କନ୍ଦାଗଡ଼ ର ପଥର ଶିଳ୍ପୀ ଙ୍କୁ ସମ୍ବର୍ଦ୍ଧିତ।
କଳାହାଣ୍ଡି:୧୨/୦୪ ଓଡ଼ିଆ ପକ୍ଷ ପାଳନ ଅବସରରେ ଶନିବାର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା...
ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶମୁଁ ହାତ ଛାଡ଼ିବା ଲୋକ ନୁହେଁ, ସର୍ବଦା ଆପଣଙ୍କ ସାଥିରେ ଅଛି- ମଧୁ ମହାନ୍ତି।
କଳାହାଣ୍ଡି:୧୨/୦୪ କଳାହାଣ୍ଡିରେ ଅନେକ ସମସ୍ୟା ରହିଛି। ଯେମିତି ଦାଦନ ସମସ୍ୟା ପ୍ରମୁଖ ହୋଇଥିବାବେଳେ ବେରୋଜଗାରୀ, ଯୁବକ ଯୁବତୀ ପାଠପଢ଼ୀ ବେକାରୀ,...
