Odisha Districts News
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଉଚ୍ଚଶିକ୍ଷା ନିମନ୍ତେ ୪ ଜଣଙ୍କୁ ଲାପଟପ ବଣ୍ଟନ
ପାରଳାଖେମୁଣ୍ଡି:୧/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ଵାରା ମାଗଣା...
ଗଜପତି ଗଞ୍ଜାମ ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ୍ ଭିତରେ ଥିଲେ ୬୦ରୁ ଉର୍ଦ୍ଧ୍ବ ଟୁରିଷ୍ଟ
ପାରଳାଖେମୁଣ୍ଡି:୧/୧(ଗରୁଡ଼ ଧ୍ଵଜ ଚୌଧୁରୀ)ପିକନିକ୍ ହେଲା କାଳ । ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରୁ ଓଲଟି ପଡିଲା ଟୁରିଷ୍ଟ ବସ୍...
ଉତ୍କଳ ବାଳାଶ୍ରମର ଶିଶୁଙ୍କ ସହ ନୂତନ ବର୍ଷ ପାଳିଲେ ଜିଲ୍ଲାପାଳସ୍ମୃତିରଞ୍ଜନ ପ୍ରଧାନ
ପାରଳାଖେମୁଣ୍ଡି :୧/୧(ଗରୁଡ଼ ଧ୍ଵଜ ଚୌଧୁରୀ)ପିତୃ ମାତୃହୀନ ଶିଶୁମାନଙ୍କ ମୂହଁରେ ହସ ଫୁଟାଇବା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟାରତ...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ
କଳାହାଣ୍ଡି,୦୧/୦୧-କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏଵଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀଙ୍କ ଯୁଗ୍ମ ଅଧ୍ୟକ୍ଷତାରେ...
ପାରଳାଖେମୁଣ୍ଡି ଠାରେ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲାରେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି:୧/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଜାନୁୟାରୀ ୦୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା...
ବେହେରା ମୁକ୍ତ ରଙ୍ଗମଞ୍ଚ ରେ ଧନୁଯାତ୍ରା କଂଶ ବଧ ସହ ଉଦଯାପିତ।
କୋକସରା୦୧/୦୧ କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ର କେନ୍ଦ୍ରସ୍ଥଳୀ ବେହେରା ଗ୍ରାମରେ ଚାଲିଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ସାତ ଦିନ...
କରକ ଜଳପ୍ରପାତ ରେ ନୂଆବର୍ଷ ପାଇଁ ପର୍ଯ୍ୟଟକ ଙ୍କ ଭିଡ଼।
କୋକସରା୦୧/୦୧ କଳାହାଣ୍ଡି ଜିଲ୍ଲା ହେଉଛି ପ୍ରକୃତି ର ବରଦାନ ରେ ଭରା ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅନନ୍ୟ...
କଳାପଥର କଲେଜରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...
ଖଣ୍ଡହତା କଲେଜ ରେ 2020 ବ୍ୟାଚ୍ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ରବୀନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ...
ଲାଲ ବାହାଦୁର କ୍ରିକେଟ କପ ଉଦଯାପିତ ; ବାଗବର ଚାମ୍ପିଅନ୍ ଘୋଷିତ
ବୀରମହାରାଜପୁର : (ସୌମିତ୍ରି ମେହେର ) : ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତର ବଡ଼ଖମାର ଠାରେ ଲାଲବାହାଦୁର ଯୁବକ ସଂଘ...
ପୂର୍ବଦୋୟl ଅlର୍ଟ ପାଉଣ୍ଡେସନ୍ର ଚତୁର୍ଥ ଜାତୀୟ ସ୍ତରୀୟ ଶିଳ୍ପୀ କଳା ଶିବିର-୨୦୨୩
ସମ୍ବଲପୁର:ଚିତ୍ରକଳାର ବିକାଶ ଏବଂ ଶିଳ୍ପୀ ମାନଙ୍କର ସମ୍ମାନ କୁ ଲକ୍ଷ୍ୟ ରଖି ପୂର୍ବୋଦୋୟl ଆର୍ଟ ଫାଉଣ୍ଡସନ , ବାଲେଶ୍ୱର ତାର...
ଭତରାରେ ମଁI ରାମଚଣ୍ଡୀ ମନ୍ଦିର ରତ୍ନମୁଦ ମହୋତ୍ସବ
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଭତରା ଶଙ୍କର ମଠ ପରିସରରେ ନବନିର୍ମିତ ମାଁ ରାମଚଣ୍ଡୀ ମନ୍ଦିର ର...
