Odisha Districts News
ତିତିଲି ବାତ୍ୟାରେ ଗୁମ୍ମା ବ୍ଲକ ବଡ଼ କୋଳାକୋଟ ଗ୍ରାମ ପଞ୍ଚାୟତର କୁଲଙ୍ଗ ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କୁ ଘର ଯୋଗାଇ ଦେବାକୁ ଦାବୀ
ପାରଳାଖେମୁଣ୍ଡି:୨/୧୦(ଆନିସ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକୋଟ ଗ୍ରାମ ପଞ୍ଚାୟତ ର କୁଲଙ୍ଗ ଗ୍ରାମରେ ଗତବର୍ଷ ଅକ୍ଟୋବର ମାସ...
ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳ ପକ୍ଷରୁ ଜନ ଜନସଂପର୍କ ପଦଯାତ୍ରା ଆରମ୍ଭ
ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗଜପତି...
ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ ।
ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସ୍ତରୀୟ ୧୫୪ ତମ ଜାତିର ଜନକ ମହାତ୍ମା ଗାନ୍ଧି ଓ ଶାନ୍ତି ଦୂତ...
ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଆଜି ଟାଉନ ହଲ...
ମା ଫୁଲଚରାନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଫୁଲଚରା ଦଳ ଚାମ୍ପିଆନ ଘୋଷିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ ର ଫୁଲଚରା ରେ ହେଉଥିବା ମା ‘...
ବୀରମହାରାଜପୁର ର ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଵୀରାମହରାଜପୁର ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...
ପବ୍ଲିକ ସ୍କୁଲ ଫରଙ୍ଗ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ
ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ସ୍ଥିତ ପଞ୍ଚାୟତ ପବ୍ଲିକ ସ୍କୁଲରେ ଗାନ୍ଧୀ...
ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ‘ସ୍ବଚ୍ଛ କିଶୋରୀ ସ୍ବଚ୍ଛ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : ଯେତେବେଳେ ବାଳିକାମାନେ ବାଲ୍ୟକାଳରୁ କିଶୋରାବସ୍ଥାରେ ପ୍ରବେଶ କରନ୍ତି, ଏହି ସମୟ ସେମାନଙ୍କ ପାଇଁ...
ଜମନକିରା ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା
ଜମନକିରା : ଜମନକିରା ଶିଶୁ ବାଟିକାରେ ଆଜି ସୋମବାର ଦିନ ଆମ ମାତୃ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ...
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଉପଲକ୍ଷେ ଭବାନୀପାଟଣା ସହର ର ଗାନ୍ଧୀ ଛକ, ଗାନ୍ଧୀ ପାର୍କ ଓ ଲାଲ ବହାଦୁର ଶାସ୍ତ୍ରୀ ଷ୍ଟାଡିଅମ ଠାରେ ମହାପୁରୁଷ ଙ୍କ ଜନ୍ମ ଜୟନ୍ତୀ ପାଳନ
ଭବାନୀପାଟଣା, ୦୨/୧୦ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀ...
ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ଉତ୍ସବ ପାଳିତ
ଜମନକିରା : ଆଜି ସୋମବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଉତ୍ସବ...
ସୁନା ଆଣିଲେ ସୁନାଝିଅ
ଖଡ଼ିଆଳ : ମଧ୍ୟପ୍ରଦେଶ ଠାରେ ଅନୁଷ୍ଠିତ ଜାତୀୟ ଖୋଖୋ ପ୍ରତିଯୋଗିତାରେ ଚମ୍ପିୟାନ ହୋଇ ସୁନା ପଦକ ଆଣିଛନ୍ତି ଖଡ଼ିଆଳର ଝିଅ...
