Odisha Districts News
ଖାଇବାକୁ ଦେବାରେ ବିଲମ୍ବ- ପୁଅ ହାଣି ଦେଲା ଜନ୍ମକଲା ମାଁକୁ ।
ସମ୍ବଲପୁର-୧୮/୧୦ (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜଙ୍ଗଲା ଗ୍ରାମରେ ଗତ ରାତିରେ ମା’କୁ କୋଦାଳରେ ଆକ୍ରମଣ...
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ୍
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଗୋପାଳପୁର ଠାରୁ ରାୟପୁର ଦେଇ ଯାଇଥିବା ୫୯ ନଂ....
ପାରଳାଖେମୁଣ୍ଡି ସ୍ଥିତ ପି ଏଚ ଡି କାର୍ଯ୍ୟାଳୟର ଗୋଦାମ ଘରୁ ୮ଫୁଟର ଅଜଗର ଉଦ୍ଦାର |ପାରଳାଖେମୁଣ୍ଡି:୧୮/୧୦(ଗରୁ ଡ଼ ଧ୍ଵଜ ଚୌଧୁରୀ)ଗଜପତିଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚ୍ ଡି କାର୍ଯ୍ୟଳୟର ଗୋଦାମ ଗୃହରୁ ୮ଫୁଟର ଅଜଗର ସାପ ଉଦ୍ଦାର ହୋଇଛି | ସାପଟି ଗୋଦାମ ଭିତରେ ଥିବା ଲୋକେ ଜାଣିପାରି ରାତ୍ର ପ୍ରକୃତି ବନ୍ଧୁ ନାଗେଶ୍ବର ମହାପାତ୍ରଙ୍କୁ ଜଣାଇଥିଲେ | ଅନେକ କସରତ ବିଳମ୍ବିତ ରାତ୍ର ଯାଏଁ କରିବା ପରେ ସାପଟିକୁ ନାଗେଶ୍ବର କାବୁ କରିପାରିଥିଲେ | ସେଠାରେ ଉପସ୍ଥିତ ସମସ୍ତଙ୍କୁ ସାପକୁ ଦେଖି ଭୟଭିତ ନହେବାକୁ କହିବା ସହ ସାପର କୌଣସି କ୍ଷତି ନକରିବାକୁ ନାଗେଶ୍ବର ସଚେତନ କରିଥିଲେ | ଉଦ୍ଦାର ସାପଟିକୁ ରାଣିପେଣ୍ଠ ନିକଟସ୍ଥ ଜଙ୍ଗଲରେ ନାଗେଶ୍ବର ମହାପାତ୍ର କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଛାଡି ଥିବା ସୂଚନା ମିଳିଛି |
ପାରଳାଖେମୁଣ୍ଡି:୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚ୍ ଡି କାର୍ଯ୍ୟଳୟର ଗୋଦାମ ଗୃହରୁ ୮ଫୁଟର ଅଜଗର...
ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଖାଦ୍ୟ ପୋଷକ ପ୍ରତିଯୋଗୀତା ଉଦଯାପିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମୁଣ୍ଢେନପାଲି ଇନ୍ଦିରା ଗାନ୍ଧୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ...
କୁଚିଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା,ବିଦ୍ୟାଳୟରେ ଉତ୍ସବର ମାହୋଲ
ଜମନକିରା : କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ବୋଝକୁ ହାଲୁକା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ଏକ ୭ଦିନିଆ ଶିବିର ଅନୁଷ୍ଠିତ
ଜମନକିରା : ଆଜି ବୁଧବାର ଦିନ ଜମନକିରା ମହା ବିଦ୍ୟାଳୟର ପକ୍ଷରୁ ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ଏକ ୭ଦିନିଆ...
କୋଟସମଲାଇ ରେ ଡୁମାଲ ସମାଜର ବାର୍ଷିକ ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡୁମାଲ ସମାଜର ବାର୍ଷିକ...
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ “ସଡ଼କ ସୁରକ୍ଷା ଜୀବନ ରକ୍ଷା” କର୍ମଶାଳା
ଭବାନୀପାଟଣା, ୧୮/୧୦ (ଜଗନ୍ନାଥ ନାଏକ) : ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ସଡ଼କ...
ବେଲଗୁଣ୍ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋଛବ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା
ବେଲଗୁଣ୍ଠା, 18/10, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ନୋଡ଼ାଲ୍...
ବୀରମହାରାଜପୁର ହରିହର ଜୋର କେନାଲ ତଳମୁଣ୍ଡ ବୁଲି ଦେଖିଲେ ବିଭାଗୀୟ ଯନ୍ତ୍ରୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପେଶ୍ୱର ପାଣିପଞ୍ଚlୟତ୍ ର ତଳ ମୁଣ୍ଡକୁ ମଙ୍ଗଳବାର ବିଭାଗୀୟ ସହକାରୀ ଯନ୍ତ୍ରୀ...
ଦେବଗଡ ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା‘ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଦେବଗଡ଼: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ଦେବଗଡ ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା‘ ଯୋଜନାର...
ନୂଆପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀ କୋଠାରୀ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପିଲା ପାଠ ପଢୁଥିଲେ ଗଛ ତଳେ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ନୂଆଁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବିପଦ...
