Odisha Districts News
ବାଞ୍ଜିବାହଲ ଆର.ଡି ରାସ୍ତା ନିନ୍ମମାନ କାର୍ଯ୍ୟ ଘଟଣା ରେ ଉପାଧ୍ୟକ୍ଷ ଙ୍କ ଅଭିଯୋଗ ପରେ ମରାମତି କାର୍ଯ୍ୟ ଆରମ୍ଭ ।
କଳାହାଣ୍ଡି,୦୭/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ବାଞ୍ଜି ବାହାଲ ରୁ ଏନ ଏଚ ୨୬ ମହାଜନଗୁଡା କୁ...
“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ : ବିଏସଏଫ ଦଳ ବିଜୟୀ
ବାଲିଗୁଡା, ତା, ୦୭/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ସ୍ଥିତ ବିଏସଏଫ ର ୧୩୬ ବାଟାଲିୟନ...
ହରିଜନ ନାଁ ବାଳିକାକୁ ଅସଦାଚରଣ ମାମଲାରେ ଅବିଯୁକ୍ତକୁ ଗିରଫ ଦାବି l
ଅସ୍ତରଙ୍ଗ ୭ / ୮ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଓସିଆଁ ଗ୍ରାମରେ ଜଣେ ହରିଜନ ବାଳିକା (୧୮...
ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଅସ୍ତରଙ୍ଗ ବି ଜେ ଡ଼ି ର ପ୍ରତିବାଦ l
ଅସ୍ତରଙ୍ଗ,୭/୮ :-ବଳଙ୍ଗା ପୀଡିତାକୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରାର ଅସ୍ତରଙ୍ଗରେ ପ୍ରଭାବ...
ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ମା’ ପିତାବଳୀ କ୍ଲବ ବିଜୟୀ
ବାଲିଗୁଡା, ତା, ୦୭/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ...
ସିନ୍ଦୁରପଙ୍କ ଏଥର ପାଳିବ ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ
ସମ୍ବଲପୁର:ଗୁରୁବାର ଦିନ ୧ ଟା ସମୟରେ ସିନ୍ଦୁରପଙ୍କ ସ୍ଥିତ କୃଷକ ଭବନ ଠାରେ ଦୁର୍ଗା ପୂଜା କମିଟି ର ଚେୟାରମେନ...
ଜିଲ୍ଲାପାଳ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତିରେ ଜମନକିରା ଏକଲବ୍ୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ
ଜମନକିରା : ଜମନକିରା ବ୍ଲକ ସଦର ମହକୁମାରେ ଗତ ୪ ବର୍ଷ ତଳୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଏକଲବ୍ୟ ବିଦ୍ୟାଳୟ...
ଜମନକିରା ବ୍ଲକ ଷ୍ଟାଫ କ୍ୱାଟର ନିର୍ମାଣରେ ଅନିୟମିତତା ଅଭିଯୋଗ, ସୂଚନା ଫଳକ ବିନା ଫାଉଣ୍ଡେସନ କାମ ଶେଷ
ଜମନକିରା : ଜମନକିରା ବ୍ଲକ ପରିସର ଭିତରେ ପୁରୁଣା କ୍ୱାର୍ଟର ଭଙ୍ଗା ଯାଇ ନୂତନ କୋଠା ନିର୍ମାଣ କରାଯାଉଛି। ତେବେ...
ବାଞ୍ଜିବାହାଲ-ମହାଜଗୁଡା ଆରଡ଼ି ରାସ୍ତା,ନିର୍ମାଣ ର ୨ ମାସ ମଧ୍ୟରେ ଫାଟି ଆ,ଠିକା ସଂସ୍ଥାର ଲାଇସେନ୍ସ ବାତିଲ ଦାବି କଲେ ବ୍ଳକ ଉପାଧ୍ୟକ୍ଷ।
କଳାହାଣ୍ଡି,୦୬/୦୮ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା କୋକସରା ବ୍ଲକ ବାଞ୍ଜିବାହାଲ- ମହାଜଗୁଡା ରାସ୍ତା ଅତ୍ୟନ୍ତ ନିମ୍ନମାନର...
ସାର କଳାବଜାରି, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସମୂହ ବ୍ଲକ ଚାଷୀ, ପ୍ରଶାସନ ଦ୍ବାରା ସିଲ୍ ହେଲା ଦୋକାନ
ଜମନକିରା : ଜମନକିରା ବ୍ଲକରେ ସାର ର ବ୍ୟାପକ କଳାବଜାରୀ ହେଉଥିବା ବେଳେ ଆଜି ବ୍ଲକ ଚାଷୀ ସମୂହ ଜିଲ୍ଲାପାଳଙ୍କୁ...
ଆଶନ୍ନ ମରୁଡିର ଦ୍ଵାର ଦେଶରେ ଅସ୍ତରଙ୍ଗ, ପାଣି ଯୋଗାଇ ଦେବାକୁ ଶାସନ ସଚିବ ଙ୍କୁ କଂଗ୍ରେସ ର ଦାବି l
ଅସ୍ତରଙ୍ଗ, ଖରିଫ ଧାନ ଚାଷ ସମୟରେ ଶୁଖିଲା ପଡ଼ିଛି ଚାଷ ଜମି। ବର୍ଷାକୁ ଅପେକ୍ଷା କରି ଚାଷୀ ହତାଶ ହେଲେଣି।କେନାଲ...
ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.
ପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ....
