Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଦୁର୍ଘଟଣା ଏଡେଇବା ପାଇଁ ବୁଲା ଗାଈ ଗୋରୁଙ୍କ ବେକରେ ବନ୍ଧାହେଲା ରେଡ଼ିଅମ ବେଲ୍ଟ୍

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁଖ୍ୟ ରାସ୍ତା ଉପରେ ବୁଲୁଥିବା ଗୋରୁ ଗାଈ ଦୁର୍ଘଟଣାର କାରଣ ସାଜୁଥିବାରୁ...

ଗଜପତିରେ ହର ଘରତ୍ରିରଙ୍ଗା–୨୦୨୬’ ଉତ୍ସବମୁଖର ପରିବେଶରେ ବାହାରିଲା ବିଶାଳ ତ୍ରିରଙ୍ଗା ବାଇକ୍ ରାଲି

ପାରଳାଖେମୁଣ୍ଡି:୧୩/୮(ଗରୁଡ଼ ଧ୍ଵଜ ଚୌଧୁରୀ)‘ହର ଘରତ୍ରିରଙ୍ଗା–୨୦୨୬’ ଅଭିଯାନ ଉପଲକ୍ଷେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା...

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଏଡ୍ସର ସୂଚନା, ଶିକ୍ଷା ଓ ପ୍ରଚାର ପ୍ରସାର ମାଧ୍ୟମକୁ ବ୍ୟାପକ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ପାରଳାଖେମୁଣ୍ଡି:୧୩/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠ ଗ୍ରାମ ସ୍ଥିତ ସମୟରେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇ.ସି.ଟି ସି, ସଂଯୋଜକ ଶକ୍ତି ପ୍ରସାଦ ପଟନାୟକ ଏସ.ଡୁବ୍ଲ.ଏସ.ଏସ ର ପ୍ରୋଜେକ୍ଟ ପରିଚାଳକ ପି.ସୁନିତା, ସଂଯୋଜକ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଏଚ ଆଇଭି/ଏ.ଡ.ଏସ ର ସଚେତନତା ନିମନ୍ତେ ସୂଚନା,ଶିକ୍ଷା ଓ ଯୋଗାଯୋଗ ଵା ପ୍ରଚାର ପ୍ରସାର କୁ ବ୍ୟାପକ କରିବା ପାଇଁ ଦୁଇ ମାସିଆ କାଜ୍ୟକ୍ରମ ଆନ୍ତର୍ଜାତିକ ଯୁବ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏଡସ ର କାରଣ,ନିରାକରଣ, ଇତିହାସ ଓ ଦେଶ,ରାଜ୍ୟ, ଜିଲ୍ଲା ରେ ଏଡ୍ସ ରୋଗୀ ସଂଖ୍ୟା ବିଷୟରେ ଛାତ୍ର ଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଏସ.ଟି. ଆଇ, ଆର.ଟି.ଆଇ ବିଷୟରେ ଅବଗତ କରାଇ ଥିଲେ। ଏଡ୍ସ ରୋଗୀ ଙ୍କ ପ୍ରତି ସ୍ନେହ ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରାଯାଇଥିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମଟିକୁ ୱାଇ. ଆର.ସି ସଂଯୋଜିକା କଳ୍ପନା ପଣ୍ଡା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ ପୁରସ୍କାର ପ୍ରଦାନ କରାଯାଇଥିଲା

ପାରଳାଖେମୁଣ୍ଡି:୧୩/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠ ଗ୍ରାମ ସ୍ଥିତ ସମୟରେ ବିନୋଦିନୀ ବିଜ୍ଞାନ...

ଗଜପତି ଜିଲ୍ଲା ଆଦିବାସୀ ମହାସଂଘ ଦ୍ଵାରା ବିଶ୍ୱ ସ୍ତରୀୟ ଆଦିବାସୀ ଆନ୍ତର୍ଜାତୀୟ ଦିବସ ପାଳିତ ।

ପାରଳାଖେମୁଣ୍ଡି:୧୩/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସେବକପୁରସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଜିଲ୍ଲା...

ଅଜଣା ଟଙ୍କା ଆସିବା ପାଲଟିଲା କାଳ: ନୋଟିସ୍ ନଦେଇ ବ୍ୟାଙ୍କ ଆକାଉଣ୍ଟ ସହ ପେନସନ୍ ବନ୍ଦ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ।

ବଲାଙ୍ଗୀର,୧୩।୮: ସାଇବର ଆକ୍ରମଣ ଓ ପ୍ରଶାସନିକ ଅବହେଳା ଜଣେ ନିରୀହ ଅବସରପ୍ରାପ୍ତ କର୍ମଚାରୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ବଲାଙ୍ଗୀର ସହରର...

ଉପାନ୍ତ ସର୍ଗିପାନୀ ଗାଁ ରେ ମେଡ଼ିକାଲ ଟିମ ର ପରିଦର୍ଶନ,ସ୍ୱାସ୍ଥ୍ୟସେବା ନେଇ ଗ୍ରାମବାସୀ ଙ୍କୁ ସଚେତନ କଲେ।

କଳାହାଣ୍ଡି,୧୩/୦୮ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସାହାଜଖୋଲ...

ମୋଟେର ଓ ଆମପାଣି ଯୋନ ରେ ତ୍ରିରଙ୍ଗା ଯାତ୍ରା,ସାମିଲ ହେଲେ ବିଧାୟକ।

କଳାହାଣ୍ଡି,୧୩/୦୮ ଆଉ ଦୁଇ ଦିନ ପରେ ଦେଶବାସୀ ପାଳନ କରିବ ୮୦ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ କୁ...

ବଙ୍ଗୋମୁଣ୍ଡା ଓ ମୁରିବାହାଲ ରେଞ୍ଜରେ ବୃକ୍ଷରୋପଣ କାର୍ଯ୍ୟର ତଦାରଖ: କ୍ଷେତ୍ର ପରିଦର୍ଶନ କଲେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ।

ବଲାଙ୍ଗୀର,୧୩।୮: ବଲାଙ୍ଗୀର ବନଖଣ୍ଡ ଅଧିନସ୍ଥ ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ବନ ରେଞ୍ଜ ଅଧୀନରେ ଚାଲିଥିବା ବିଭିନ୍ନ ବୃକ୍ଷରୋପଣ କାର୍ଯ୍ୟର ସ୍ଥିତି...

ଲଡୁଗାଁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନିଶା ନିବାରଣ ଅଭିଯାନ ।

କଳାହାଣ୍ଡି,୧୩/୦୮ ଭାରତ ସରକାର ଙ୍କ ପକ୍ଷରୁ ୧୦ କୋଟି “ନିଶାମୁକ୍ତ ଭାରତ “କାର୍ଯ୍ୟକ୍ରମ ୬ ଅଗଷ୍ଟ ରୁ ୨୦ ଅଗଷ୍ଟ...

ଏଗ୍ରିଷ୍ଟାକ୍ ଆଇଡି କୁ ବିରୋଧ: ଜମନକିରା ବ୍ଲକର ୩ଟି ଲ୍ୟାମ୍ପସରେ ତାଲା, ଚାଷୀଙ୍କ ୭ ଦଫା ଦାବି ସହ ୧୭ରୁ ବିରାଟ ଆନ୍ଦୋଳନ ଚେତାବନୀ

ଜମନକିରା : ରାଜ୍ୟରେ ଧାନ ବିକ୍ରି ପଞ୍ଜିକରଣ ପାଇଁ ସରକାରଙ୍କ ଦ୍ୱାରା ‘ଏଗ୍ରିଷ୍ଟାକ୍ ଆଇଡି’ ବାଧ୍ୟତାମୂଳକ କରାଯିବା ଏବଂ ସାର...

ଜାମୁମାଳ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ: ଶିକ୍ଷା ଓ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ

ଜମନକିରା : ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି। କିନ୍ତୁ ଆଜି ବି ଅନେକ...

ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି

ବାଲିଗୁଡ଼ା, ୧୩/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱାଧୀନତା ଦିବସ-୨୦୨୬ ଅବସରରେ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ୧୩୬ ବାଟାଲିଅନ୍‌ର ‘ବି’ କମ୍ପାନୀ...