Odisha Districts News
କାଦୋଦର କଲେଜରେ ଏଡସ ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ସ୍ଥିତ ମା ଉମାଦେବୀ...
ଗୋତମୁଣ୍ଡା ରେ ପୂଜାର୍ଚ୍ଚନା ପରେ ଖରିଫ ମଣ୍ଡି ଉଦଘାଟିତ।
କଳାହାଣ୍ଡି:୦୭/୧୨ ରିପୋର୍ଟ—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପ୍ରାଥମିକ କୃଷି ସମବାୟ ସମିତି ଅଧିନ ରେ ଥିବା...
ବୀରମହାରାଜପୁର ରେ ଡ. ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଡ. ବି. ଆର. ଆମ୍ବେଦକର ସେବା ସଂଘ ପକ୍ଷରୁ...
ଆଜି ଶ୍ରୀମନ୍ଦିରରେ ଘୋଡ଼ା ଲାଗି ନୀତି, ଶ୍ରୀଜିଉ ପିନ୍ଧିବେ ଶୀତବସ୍ତ୍ର
ପୁରୀ: ପ୍ରବଳ ଶୀତ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ବି ହେଉଛି ଶୀତ ଅନୁଭବ । ତେଣୁ ଆଜି ଶ୍ରୀମନ୍ଦିରରେ ହେବ...
ବାବାଙ୍କ ଯୌନ ଭୋକ: ମଠ ଭିତରେ ଯୁବତୀଙ୍କୁ କଲେ ଦୁଷ୍କର୍ମ !
ରେଢ଼ାଖୋଲ: ମଠକୁ ଯାଇଥିବା ଯୁବତୀଙ୍କୁ ଔଷଧ ଖୁଆଇ ଅଚେତ କରିବା ପରେ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ । ରେଢ଼ାଖୋଲ...
ଅଟୋ ପାର୍ଟ୍ସ ଦୋକାନ ନାଁରେ ଚାଲିଥିଲା ନକଲି ଚା’ କାରଖାନା, ଜଣାପଡ଼ିବା ପରେ…
ଜଳେଶ୍ବର: ଆଗରେ ଲାଗିଛି ଅଟୋ ପାର୍ଟ୍ସ ଦୋକାନ ସାଇନ ବୋର୍ଡ । ହେଲେ ଭିତରେ ଚାଲିଥିଲା ନକଲି ଚା’ କାରଖାନା...
ଦାଦନ ଖଟିବାକୁ ଯିବାକୁ ଦୁଇ ମାସର ଶିଶୁକନ୍ୟାକୁ ସରକାରଙ୍କୁ ଦେଲେ ମାଆବାପା
ବଲାଙ୍ଗୀର: ପେଟର ଭୋକ ଆଗରେ ମରିଗଲା ମମତା । ଦାଦନ ଖଟିବାକୁ ଯିବା ପାଇଁ ନିଜ ଦୁଇ ମାସର ଶିଶୁକନ୍ୟାକୁ...
କଟକ ରେଳ ଷ୍ଟେସନର ତୃତୀୟ ଗେଟ୍ ଆଜି ଖୋଲିବ
କଟକ: ନୂଆ ରୂପ ପାଇଛି କଟକ ରେଳ ଷ୍ଟେସନ । ରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା । ରାଜ୍ୟରେ...
ଡିସେମ୍ବର ୨୨ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ୨୦୨୪ ସମ୍ବର୍ଦ୍ଧିତ ହେବେ ବସନ୍ତ ମନୋଜ କାହ୍ନୁଚରଣ ଏବଂ ଆଶୁତୋଷ
ଭବାନୀପାଟଣା, ୦୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ପକ୍ଷରୁ ଆସନ୍ତା ଡିସେମ୍ବର ୨୨...
ଜୁଜୁମୁରା ବ୍ଲକରେ ଖାଦ୍ୟ କମିଶନ ବିଭିନ୍ନ ସ୍ଥାନରେ ସମୀକ୍ଷା
ସମ୍ବଲପୁର:ଆଜି ଓଡିଶା ସରକାରଙ୍କ ଖାଦ୍ୟ କମିଶନ ଅଧକ୍ଷ ଇ.ଶ୍ରୀ, ଅବନିକାନ୍ତ ସାହୁ ଜୁଜୁମୁରା ବ୍ଲକର ବିଭିନ୍ନ ସ୍ଥାନକୁ ଭ୍ରମଣ କରିଛନ୍ତି।...
ଦେବକୀ ବସୁଦେବ ବିବାହରୁ ପଡିଆ ବାହାଲ ଧନୁଯାତ୍ରା ଆରମ୍ଭ
ସମ୍ବଲପୁର:ଦେବକୀ ବସୁଦେବ ବିବାହରୁ ଆଜି ପଡିଆବାହଲ ଠାରେ ଧନୁଯାତ୍ରା ଆରମ୍ଭ ହୋଇଛି। ସକାଳେ କଳସ ଯାତ୍ରା ହେବା ସହ ସନ୍ଧ୍ୟାରେ...
ଦାରିଙ୍ଗବାଡିରେ ଆରମ୍ଭ ହେଲା କଫି ସଂଗ୍ରହ: ବାଲିଗୁଡା ଆଇଟିଡିଏ କୁ ଦିଆଗଲା ଦାୟିତ୍ୱ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର...
