Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ପୋଖରୀ ଓ ନଳକୂପ ଜବରଦଖଲ ଘଟଣା,ତହସିଲଦାର ଙ୍କ କାର୍ଯ୍ୟାନୁଷ୍ଠାନ,ସର୍ଵ ସାଧାରଣ ଙ୍କୁ ହସ୍ତାନ୍ତର।

କଳାହାଣ୍ଡି,୨୨/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ବଡ଼ରଣା ପଡା ରେ ନିକଟରେ ଥିବା ପୋଖରୀ (ଆଡ଼ି ବନ୍ଧ...

ଭିଜିଲାନ୍ସ ରେଡ୍: ଲାଞ୍ଚ ନେଇ ଧରାପଡ଼ିଲେ ଓଏଭି ସ୍କୁଲ ପ୍ରିନ୍ସପାଳ।

କଳାହାଣ୍ଡି,୨୨/୦୭ ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ। କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ...

ମ. ରାମପୁରରେ କଂଗ୍ରେସ ବିଏଲଏ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି,୨୨/୦୭- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ଆଜି କଂଗ୍ରେସ ବୁଥସ୍ତରୀୟ ଏଜେଣ୍ଟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ...

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଜାତୀୟ ପତାକା ଦିବସ ପାଳିତ

କଳାହାଣ୍ଡି,୨୨/୦୭-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଜାତୀୟ ପତାକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ...

ବସ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା,ବାଇକ ଚାଳକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ଝାରସୁଗୁଡ଼ା, ୨୨/୦୭ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ସ୍ଥିତ ଟିଆରଏଲ୍ କ୍ରୋସାକି ରିଫ୍ରାକ୍ଟୋରି ପାର୍କ...

କେସିଙ୍ଗା ହୋଲସେଲ ବ୍ୟବସାୟୀଙ୍କ ଘରୁ ଚୋରି

କଳାହାଣ୍ଡି,୨୨/୦୭- କଳାହାଣ୍ଡି ଜିଲ୍ଲା କେସିଙ୍ଗାର ହୋଲସେଲ ବ୍ୟବସାୟୀ ତଥା ଅମ୍ବାଜୀ ଏଜେନ୍ସିର ମାଲିକ ପୁନମ ଜୈନଙ୍କ ଘରୁ ଏକ ବଡ଼...

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ

କଳାହାଣ୍ଡି,୨୨/୦୭-ବିଦ୍ୟାଳୟ ପରିସର ସଫେଇ ଦାୟିତ୍ୱରେ ଥିବା ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ତିନିମାସର ବକେୟା ବିଲ କରାଇଦେବାକୁ ଦଶ...

କାନ୍ଧରେ ମୃତ ପୁଅର ଶବ ବୋହିନେଲେ ବାପା: କଣ୍ଟାବାଞ୍ଜିରେ ସମ୍ବେଦନଶୀଳ ଦୃଶ୍ୟ, ବୁଝାସୁଝା ପରେ ମହାପ୍ରୟାଣ ଗାଡ଼ିରେ ପଠାଗଲା ମୃତଦେହ ।

ବଲାଙ୍ଗୀର,୨୨।୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରୁ ଏକ ହୃଦୟବିଦାରକ ଓ ସମ୍ବେଦନଶୀଳ ଦୃଶ୍ୟ ସାମ୍ନାକୁ ଆସିଛି। ନିଜର ୯...

” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

ବାଲିଗୁଡା, ତା, ୨୨/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ନେଇ...

ବିପଦସଙ୍କୁଳ ଅବସ୍ଥାରେ ଟାଙ୍ଗରାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅତି ପୁରୁଣା ଚାଳଛପର କୋଠରୀରେ ପାଠପଢ଼ା, ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ

ଜମନକିରା : ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ ସରକାର ବିଦ୍ୟାଳୟର ରୂପାନ୍ତରଣ ଓ ୫-ଟି ଯୋଜନା ଜରିଆରେ ପୂର୍ବ...

ଝାରସୁଗୁଡ଼ାରେ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ; ଜୁଏଲେରୀ ଦୋକାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ଝାରସୁଗୁଡ଼ା ସହର ଉପକଣ୍ଠ ସରବାହାଲସ୍ଥିତ ଏକ ସପିଂ ମଲରେ ଗୁରୁବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଲ୍ ଖୋଲିବା ପୂର୍ବରୁ...

ବହଳପଦର ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଚଞ୍ଚକତା ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ହିତାଧିକାରୀ...